ଅଚ୍ୟୁତ ସାମନ୍ତଙ୍କୁ ପ୍ରଥମ ପିଓ ଏକ୍ସଲେନ୍ସ ଆୱାର୍ଡ

ପ୍ରବାସୀ ଭାରତୀୟ ଦିବସ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଗ୍ଲୋବାଲ ଅର୍ଗାନାଇଜେସନ୍ ଅଫ୍ ଇଣ୍ଡିଆ ଓରିଜିନ୍ (ଜିଓପିଆଇଓ) କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଶିକ୍ଷା ଓ ଆଦିବାସୀ ସଶକ୍ତୀକରଣ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ପ୍ରଥମ ପିଆଇଓ ଏକ୍ସଲେନ୍ସ ଆୱାର୍ଡରେ ସମ୍ମାନିତ କରିଛି। କିଟ୍-ଡିୟୁ ପକ୍ଷରୁ ମଙ୍ଗଳବାର ଆୟୋଜିତ ‘ପିଆଇଓ ଡାଏଲଗ୍ ୱିଥ୍ ଇଣ୍ଡିଆ ୨୦୨୫’ ଅଧିବେଶନରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସଶକ୍ତୀକରଣ ଗ୍ଲୋବାଲ କନେକ୍ସନ ଉଦୀୟମାନ ଭାରତରେ … Continue reading ଅଚ୍ୟୁତ ସାମନ୍ତଙ୍କୁ ପ୍ରଥମ ପିଓ ଏକ୍ସଲେନ୍ସ ଆୱାର୍ଡ