ଘଉଡାଉଥିବାବେଳେ ଅଘଟଣ: ହାତୀ ଆକ୍ରମଣରେ ଫରେଷ୍ଟ ଗାର୍ଡ ଆହତ

ଘଉଡାଉଥିବାବେଳେ ଆକ୍ରମଣ । ହାତୀ ଆକ୍ରମଣରେ ଫରେଷ୍ଟ ଗାର୍ଡ ଆହତ ହୋଇଛନ୍ତି । ଦେବଗଡ଼ ରିଆମାଳ ଫରେଷ୍ଟ ରେଞ୍ଜ ସଂଘାପୋଷି ଗାଁରେ ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିଛି ଦନ୍ତା । ଗତକାଲି ରାତିରେ ଫରେଷ୍ଟ ଗାର୍ଡ ନାରାୟଣ ସାହୁ ହାତୀ ଘଉଡାଇବା ପାଇଁ ଯାଇଥିବାବେଳେ ଆକ୍ରମଣ କରିଥିଲା। ତାଙ୍କୁ ଗୁରୁତର ଅବସ୍ତାରେ ଉଦ୍ଧାର କରାଯାଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁସାରେ ନାରାୟଣ ଏକ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ … Continue reading ଘଉଡାଉଥିବାବେଳେ ଅଘଟଣ: ହାତୀ ଆକ୍ରମଣରେ ଫରେଷ୍ଟ ଗାର୍ଡ ଆହତ