ସାବଧାନ! ହୋଇପାରେ ଏସି ବ୍ଲାଷ୍ଟ

AC Blast Alert: ଗ୍ରୀଷ୍ମ ଋତୁରେ ପ୍ରଚୁର ଗରମରୁ ଶାନ୍ତି ପାଇବା ପାଇଁ ଏୟାର କଣ୍ଡିସନର (AC) ଆବଶ୍ୟକତା ରହିଛି। କିନ୍ତୁ ଆପଣ ଜାଣିଛନ୍ତି କି, ଏହାକୁ ଭୁଲ ଭାବରେ ଲଗାଇଲେ ବଡ଼ ବିପଦ ଆସିପାରେ। ଏହାକୁ ନେଇ ଅନେକ ସମୟରେ, ଭିନ୍ନ ଭିନ୍ନ ପ୍ରକାରର ଘଟଣା ସାମ୍ନାକୁ ଯାହା ଏକ ବଡ଼ ଦୁର୍ଘଟଣାର ରୂପ ନେଇଥିଲା। ବିଶେଷକରି ଯେବେ ଆପଣ ଆପଣଙ୍କର AC କୁ ଝରକାରେ ଲାଗନ୍ତି ତେବେ ଏହି ଘଟଣା ଘଟିବାର ସମ୍ଭାବନା ଅଧିକ … Continue reading ସାବଧାନ! ହୋଇପାରେ ଏସି ବ୍ଲାଷ୍ଟ