Abusing husband’s physical weakness can lead to divorce! ।। ସ୍ଵାମୀଙ୍କ ଶାରୀରିକ ଦୁର୍ବଳତାକୁ ନେଇ ଅପଶବ୍ଦ କହିଲେ ହୋଇ ପାରିବ ଛାଡପତ୍ର!

ଓଡ଼ିଶା ହାଇକୋର୍ଟ ଦେଲେ ଗୁରୁତ୍ବପୂର୍ଣ୍ଣ ରାୟ। ସ୍ଵାମୀଙ୍କ ଶାରୀରିକ ଦୁର୍ବଳତା/ଅକ୍ଷମତା ପ୍ରସଙ୍ଗରେ ଆକ୍ଷେପ କରି ମନ୍ତବ୍ୟ ଦେବା ଓ ତାଙ୍କର ଏଭଳି ସ୍ଥିତି ନେଇ ଅପମାନଜନକ ଶବ୍ଦ ପ୍ରୟୋଗ କରିବା ଏକ ପ୍ରକାର ମାନସିକ ନୃଶଂସତା ବୋଲି କୋର୍ଟ କହିଛନ୍ତି । ବିବାହ ବିଚ୍ଛେଦ ନିର୍ଦ୍ଦେଶ ପାଇଁ ଏପରି କାରଣ ପର୍ଯ୍ୟାପ୍ତ ଆଧାର ହୋଇ ପାରେ ବୋଲି ହାଇକୋର୍ଟ ରାୟ ଦେଇ କହିଛନ୍ତି। ଜଣେ ଭିନ୍ନକ୍ଷମ ସ୍ବାମୀଙ୍କ ଆବେଦନକୁ ଗ୍ରହଣ କରି ବିବାହ ବି‌ଚ୍ଛେଦ ସପକ୍ଷରେ ପୁରୀ … Continue reading Abusing husband’s physical weakness can lead to divorce! ।। ସ୍ଵାମୀଙ୍କ ଶାରୀରିକ ଦୁର୍ବଳତାକୁ ନେଇ ଅପଶବ୍ଦ କହିଲେ ହୋଇ ପାରିବ ଛାଡପତ୍ର!