Abhishek Bachchan denies divorce rumours with wife || ପତ୍ନୀଙ୍କ ସହ ଛାଡପତ୍ର ଗୁଜବ ନେଇ ତାତିଲେ ଅଭିଷେକ ବଚ୍ଚନ

ଗତ ବର୍ଷ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଛାଡପତ୍ର ଗୁଜବ ବହୁତ ହଇଚଇ ସୃଷ୍ଟି କରିଥିଲା। ଯେତେବେଳେ ଅଭିଷେକ ଏବଂ ଐଶ୍ୱର୍ଯ୍ୟା ଜୁଲାଇ ୨୦୨୪ରେ ଅନନ୍ତ ଅମ୍ବାନୀଙ୍କ ବିବାହରେ ପୃଥକ ଭାବରେ ପହଞ୍ଚିଥିଲେ, ସେତେବେଳେ ଗୁଜବ ପ୍ରଚାରିତ ହୋଇଥିଲା ଯେ ଏହି ଦମ୍ପତି ଅଲଗା ହେଉଛନ୍ତି, ଯାହା ଛାଡପତ୍ର ବିଷୟରେ କଳ୍ପନାଜଳ୍ପନା ସୃଷ୍ଟି କରିଥିଲା। ଏହା ପରେ ବଚ୍ଚନ ପରିବାରର କେହି ଏହି ପ୍ରସଙ୍ଗ ଉପରେ କଥା ହୋଇନଥିଲେ। ଐଶ୍ୱର୍ଯ୍ୟା ଏବଂ ଅଭିଷେକ ନୀରବତା ଅବଲମ୍ବନ … Continue reading Abhishek Bachchan denies divorce rumours with wife || ପତ୍ନୀଙ୍କ ସହ ଛାଡପତ୍ର ଗୁଜବ ନେଇ ତାତିଲେ ଅଭିଷେକ ବଚ୍ଚନ