ମହାତ୍ମା ଗାନ୍ଧୀଙ୍କୁ ପାକିସ୍ତାନର ଜାତୀୟ ପିତା କହି ବିବାଦରେ ଫସିଲେ କଣ୍ଠଶିଳ୍ପୀ ଅଭିଜିତ

Abhijeet Bhattacharya: କଣ୍ଠଶିଳ୍ପୀ ଅଭିଜିତ ଭଟ୍ଟାଚାର୍ଯ୍ୟ ନିଜର ବିବାଦୀୟ ବିବୃତ୍ତି ପାଇଁ ଲାଇମ୍‌ ଲାଇଟକୁ ଆସିଛନ୍ତି। ଯେଉଁଥିପାଇଁ ତାଙ୍କୁ ଆଇନଗତ ଲଢ଼େଇ ମଧ୍ୟ ଲଢିବାକୁ ପଡ଼ିପାରେ । ନିକଟରେ ସେ ମହାତ୍ମା ଗାନ୍ଧୀଙ୍କୁ ନେଇ ଏକ ପୋଡ଼କାଷ୍ଟରେ ଏକ ବୟାନ ଦେଇଥିଲେ ଯେଉଁଥିରେ ସେ ମହାତ୍ମା ଗାନ୍ଧୀ ଏବଂ ପାକିସ୍ତାନ ଉପରେ ମନ୍ତବ୍ୟ ଦେଇଥିଲେ। ଏବେ ତାଙ୍କର ଏହି ମନ୍ତବ୍ୟ ଏକ ବଡ଼ ପ୍ରସଙ୍ଗ ପାଲଟିବାରେ ଲାଗିଛି। କଣ୍ଠଶିଳ୍ପୀଙ୍କୁ ମିଳିଲା ଆଇନଗତ ନୋଟିସ୍ ନିକଟରେ ଅଭିଜିତ ଭଟ୍ଟାଚାର୍ଯ୍ୟ … Continue reading ମହାତ୍ମା ଗାନ୍ଧୀଙ୍କୁ ପାକିସ୍ତାନର ଜାତୀୟ ପିତା କହି ବିବାଦରେ ଫସିଲେ କଣ୍ଠଶିଳ୍ପୀ ଅଭିଜିତ