AAP MP’s ‘swadeshi’ appeal against Trump’s tariff war ।। ଟ୍ରମ୍ପଙ୍କ ଶୁଳ୍କ ଯୁଦ୍ଧ ବିରୋଧରେ ଆପ ସାଂସଦଙ୍କ ‘ସ୍ୱଦେଶୀ’ ଅପିଲ୍, ମୋଦୀଙ୍କୁ କଲେ ପ୍ରଶଂସା !

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ଲାଗୁ ହୋଇଥିବା ୫୦ ପ୍ରତିଶତ ଶୁଳ୍କକୁ ବିରୋଧ କରି ପଞ୍ଜାବର ଲଭଲି ପ୍ରଫେସନାଲ ୟୁନିଭର୍ସିଟି ଏକ ବଡ଼ ନିଷ୍ପତ୍ତି ନେଇଛି। ବିଶ୍ୱବିଦ୍ୟାଳୟ ପରିସରରେ ଆମେରିକୀୟ ପାନୀୟ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ନିଷ୍ପତ୍ତି ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଭାଇସ-ଚାନ୍ସେଲର ଏବଂ ରାଜ୍ୟସଭା ସାଂସଦ ଡକ୍ଟର ଅଶୋକ କୁମାର ମିତ୍ତଲ ନିଜେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ଏବଂ ସମସ୍ତ ଛାତ୍ର ଅଗଷ୍ଟ ୧୫ ତାରିଖରେ ନିଷ୍ପତ୍ତି … Continue reading AAP MP’s ‘swadeshi’ appeal against Trump’s tariff war ।। ଟ୍ରମ୍ପଙ୍କ ଶୁଳ୍କ ଯୁଦ୍ଧ ବିରୋଧରେ ଆପ ସାଂସଦଙ୍କ ‘ସ୍ୱଦେଶୀ’ ଅପିଲ୍, ମୋଦୀଙ୍କୁ କଲେ ପ୍ରଶଂସା !