ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ : ନିର୍ବନ୍ଧ କଲେ ଅନୁଭବ-ଜାଗୃତି

Aanubhav-Jagruti Engagement: ବହୁ ପ୍ରତୀକ୍ଷିତ ଚର୍ଚ୍ଚାର ଅନ୍ତ ଘଟିଲା । ଅନୁଭବ-ଜାଗୃତିଙ୍କ ନିର୍ବନ୍ଧ ଶେଷ ହୋଇଛି। ଯାହାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ପୁଣିଥରେ ବେଦିରେ ସାତ ଜନ୍ମର ଶପଥ ନେବେ ଅନୁଭବ। ପୁଣିଥରେ ପଡ଼ିବ ହାତଗଣ୍ଠି । ପୁଣି ବାଜିବ ସାହାନାଇ। ଜାଗୃତି ଶୁକ୍ଲାଙ୍କ ହାତ ଧରି ସାତ ଜନ୍ମର ସାଥି ହେବାକୁ ପ୍ରସ୍ତୁତ ହେଉଛନ୍ତି ଓଲିଓଡ଼ ଅଭିନେତା ତଥା କେନ୍ଦ୍ରାପଡାର ପୂର୍ବତନ ସାଂସଦ ଅନୁଭବ ମହାନ୍ତି । ରାଜ୍ୟ ବାହାରେ ଲୁଚି ଛପି … Continue reading ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ : ନିର୍ବନ୍ଧ କଲେ ଅନୁଭବ-ଜାଗୃତି