“Aama bus” or “Yama bus”? || ଆମ ବସ୍’ ନୁହେଁ ‘ଯମ ବସ୍’?

ଓଡ଼ିଶାର ସହରୀ ଯାତାୟାତ ବ୍ୟବସ୍ଥାରେ ‘ଆମ ବସ୍’ ଏକ ସମୟରେ ଆଶାର ପ୍ରତୀକ ଥିଲା। ଯାହା ଲୋକଙ୍କୁ ସୁବିଧାଜନକ, ସସ୍ତା ଓ ସୁରକ୍ଷିତ ଗମନାଗମନ ଦେବାକୁ ଆରମ୍ଭ ହୋଇଥିଲା, ଆଜି ସେହି ‘ଆମ ବସ୍’ ଲୋକମୁଖରେ ‘ଯମ ବସ୍’ ବୋଲି କୁହାଯାଉଛି। ଏହା କେବଳ ଗୋଟିଏ ଶବ୍ଦର ଖେଳ ନୁହେଁ; ଏହା ଏକ ଭୟ, ଏକ ଅସନ୍ତୋଷ ଓ ଏକ ସାମୁହିକ ଅସୁରକ୍ଷାର ପ୍ରକାଶ। ଗତ କିଛିଦିନ ମଧ୍ୟରେ ଘଟିଥିବା ଦୁଇଟି ଘଟଣା- ଗୋଟିଏ ଭୁବନେଶ୍ୱରରେ, ଆଉ … Continue reading “Aama bus” or “Yama bus”? || ଆମ ବସ୍’ ନୁହେଁ ‘ଯମ ବସ୍’?