Aravind Kejriwal: ଆମ୍ ଆଦମୀ ପାର୍ଟି (ଆପ୍) ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ଵାଲ ମଙ୍ଗଳବାର ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଦଳର ପ୍ରଚାର ଗୀତ ରିଲିଜ୍ କରିଛନ୍ତି। ଆପ୍ର ପ୍ରଚାର ଗୀତ ‘ଫିର୍ ଲାୟେଙ୍ଗେ କେଜ୍ରିୱାଲ୍’ର ଅବଧି ୩ ମିନିଟ୍ ୨୯ ସେକେଣ୍ଡ। ଆଜି ନିର୍ବାଚନ ତାରିଖ ମଧ୍ୟ ଘୋଷଣା ହୋଇଥିବାରୁ ଜନତା କାହା ଉପରେ ଭରସା କରନ୍ତି ତାହା ଦେଖିବାକୁ ବାକି ରହିଲା। ଦିଲ୍ଲୀରେ ଫେବ୍ରୁଆରି ୫ରେ ମତଦାନ ହେବ ଏବଂ ଫେବ୍ରୁଆରି ୮ରେ ଫଳାଫଳ ପ୍ରକାଶ … Continue reading ଆମ୍ ଆଦମୀ ପାର୍ଟି ଦିଲ୍ଲୀରେ ହ୍ୟାଟ୍ରିକ୍ କରିପାରିବ କି? ପଢ଼ନ୍ତୁ ତାଙ୍କର ଶକ୍ତି ଓ ଦୁର୍ବଳତାର ସମ୍ପୂର୍ଣ୍ଣ ବିଶ୍ଳେଷଣ
Copy and paste this URL into your WordPress site to embed
Copy and paste this code into your site to embed