ଆସୁଛି ପାର୍ବଣ ଋତୁ ଏହା ପୂର୍ବରୁ ସରକାର ପରିବର୍ତ୍ତନ କରିବାକୁ ଯାଉଛନ୍ତି ରେଳ ନିୟମ। ରେଳବାଇ ଆସନ୍ତା ଅକ୍ଟୋବର ମାସ ପହିଲାରୁ ଅନ୍ଲାଇନ୍ ଟିକଟ ବୁକିଂ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ଯାଉଛି। ଆସନ୍ତା ମାସଠାରୁ ସାଧାରଣ ବର୍ଗର ଟିକଟ ସଂରକ୍ଷଣ ପାଇଁ ମଧ୍ୟ ଇ-ଆଧାର ପ୍ରମାଣୀକରଣ ବାଧ୍ୟତାମୂଳକ ହେବ ବୋଲି ଜଣାପଡ଼ିଛି । ବର୍ତ୍ତମାନ କେବଳ ତତ୍କାଳ ଟିକଟ ବୁକିଂ ପାଇଁ ତାହା ଅପରିହାର୍ଯ୍ୟ ରହିଛି। ରେଳ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜରିଆରେ ଏହା ଜଣାପଡ଼ିଛି। ମନ୍ତ୍ରଣାଳୟ … Continue reading Aadhaar-linked train ticket booking mandate from October 1 ।। ଅକ୍ଟୋବର ପହିଲାରୁ ଟ୍ରେନ ଟିକେଟ୍ ବୁକିଂରେ ହେବ ବଡ଼ ପରିବର୍ତ୍ତନ
Copy and paste this URL into your WordPress site to embed
Copy and paste this code into your site to embed