ଆଇନଗତ ଭିତ୍ତିରେ ଡିମ୍ୟାଟ୍ ଆକାଉଣ୍ଟ ପାଇଁ ଆଧାର ଲିଙ୍କ୍ ବାଧ୍ୟତାମୂଳକ: ଓଡ଼ିଶା ହାଇକୋର୍ଟ

Aadhaar link with Demat Account: ୨୦୨୩ ଜୁଲାଇରେ ଆଧାର ସହ ଲିଙ୍କ୍ ହୋଇନଥିବା ଦର୍ଶାଇ ଭୁବନେଶ୍ୱରର ଏକ ଘରୋଇ ବ୍ୟାଙ୍କ ଗ୍ରାହକଙ୍କ ସଞ୍ଚୟ-କମ୍-ଡିମାଟ୍ ଆକାଉଣ୍ଟକୁ ନିଷ୍କ୍ରିୟ କରିବା ମାମଲା ଏବେ ହାଇକୋର୍ଟରେ ପହଞ୍ଚିଛି। ଓଡ଼ିଶା ହାଇକୋର୍ଟ କହିଛନ୍ତି ଯେ ଡିମ୍ୟାଟ୍ ଆକାଉଣ୍ଟ ପାଇଁ ଆଧାର-ପାନ୍ ଲିଙ୍କ୍ ବାଧ୍ୟତାମୂଳକ ବ୍ୟବସ୍ଥା ଦୃଢ଼ ସାମ୍ବିଧାନିକ ଓ ଆଇନଗତ ଭିତ୍ତିରେ ରହିଛି ଏବଂ ଏଥିରେ ଅଦାଲତର ହସ୍ତକ୍ଷେପ ଆବଶ୍ୟକ ନାହିଁ। ୨୦୨୩ ଜୁଲାଇରେ ଆଧାର ସହ ଲିଙ୍କ୍ ହୋଇନଥିବା ଦର୍ଶାଇ … Continue reading ଆଇନଗତ ଭିତ୍ତିରେ ଡିମ୍ୟାଟ୍ ଆକାଉଣ୍ଟ ପାଇଁ ଆଧାର ଲିଙ୍କ୍ ବାଧ୍ୟତାମୂଳକ: ଓଡ଼ିଶା ହାଇକୋର୍ଟ