ପାକିସ୍ତାନର କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ ଆରବ ସାଗରରେ ଭାରତର ଏକ ଟ୍ରାକିଂ ଯୁଦ୍ଧଜାହାଜ ! || A tracking warship of India in the Arabian Sea ahead of Pakistan’s missile test!

ପାକିସ୍ତାନ ନିଜର ଯୁଧ୍ୟାଭାସ ପାଇଁ ଆରବ ସାଗରରେ କରୁଥିଲା କିଛି ବଡ଼ ଯୋଜନା । ତା ଆଗରୁ ଭାରତ ଛାଡିଲା ଯୁଦ୍ଧଜାହାଜ INS ଧ୍ରୁବକୁ । ଏହା ଦ୍ୱାରା ଆରବ ସାଗରରେ ଏକ ବଡ଼ ରଣନୈତିକ ସୁବିଧା ହାସଲ କରିଛି ଭାରତ । ପାକିସ୍ତାନ ଏକ ସନ୍ଦିଗ୍ଧ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାକୁ ଯୋଜନା କରିବା ସହ ଏଥିପାଇଁ ଏକ NOTAM (ବାୟୁସେନାକୁ ନୋଟିସ୍) ମଧ୍ୟ ଜାରି କରିଥିଲା, କିନ୍ତୁ ଭାରତ ଏହାକୁ ବିଫଳ କରିଦେଇଛି । ଭାରତ … Continue reading ପାକିସ୍ତାନର କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ ଆରବ ସାଗରରେ ଭାରତର ଏକ ଟ୍ରାକିଂ ଯୁଦ୍ଧଜାହାଜ ! || A tracking warship of India in the Arabian Sea ahead of Pakistan’s missile test!