ପରଦାରେ ଭୟାନକ ‘ଭିଲେନ୍’, ହେଲେ ବାସ୍ତବରେ ରୋମାଣ୍ଟିକ ସୁପରଷ୍ଟାର୍ || A terrifying ‘villain’ on screen, but a romantic superstar in real life.

ଆଜି ଆମେ ବଲିଉଡ୍ ସିନେମାର ଏପରି ଜଣେ ଦିଗ୍ଗଜ ଅଭିନେତାଙ୍କ ସମ୍ପର୍କରେ ଆଲୋଚନା କରିବାକୁ ଯାଉଛୁ, ଯାହାଙ୍କ ନାଁ ଶୁଣିଲେ ହିଁ ପରଦାରେ ଏକ ଖଳନାୟକର ଭୟାନକ ମୁହଁ ଆଖି ସାମ୍ନାକୁ ଆସିଯାଏ। ଆପଣମାନେ ନିଶ୍ଚୟ ବୁଝିସାରିଥିବେ, ଆମେ କହୁଛୁ ବଲିଉଡର ମହାନ ‘ଭିଲେନ୍’ ପ୍ରେମ ଚୋପ୍ରାଙ୍କ କଥା! “ପ୍ରେମ ନାମ ହୈ ମେରା, ପ୍ରେମ ଚୋପ୍ରା”—ଏହି ଗୋଟିଏ ମାତ୍ର ଡାଏଲଗ୍ ଭାରତୀୟ ସିନେମା ଇତିହାସରେ ଅମର ହୋଇ ରହିଛି। କିନ୍ତୁ ଆଜି ଆମେ ଆପଣଙ୍କୁ ପ୍ରେମ … Continue reading ପରଦାରେ ଭୟାନକ ‘ଭିଲେନ୍’, ହେଲେ ବାସ୍ତବରେ ରୋମାଣ୍ଟିକ ସୁପରଷ୍ଟାର୍ || A terrifying ‘villain’ on screen, but a romantic superstar in real life.