A Social Revolution from 500 Years Ago: Lakshmi Purana, Women’s Dignity, and the Message Against Caste-based Discrimination II ୫୦୦ ବର୍ଷ ତଳର ସାମାଜିକ ବିପ୍ଳବ: ଲକ୍ଷ୍ମୀ ପୁରାଣ, ନାରୀ ସମ୍ମାନ ଓ ଜାତିଭେଦ ବିରୋଧୀ ବାର୍ତ୍ତା

ଆମେ ଯେତେବେଳେ ଓଡ଼ିଶାର ସଂସ୍କୃତି ଓ ପରମ୍ପରା କଥା କହୁ, ସେତେବେଳେ କେବଳ ପର୍ବପର୍ବାଣୀ ବା ପୌରାଣିକ କଥାବାର୍ତ୍ତା ଭିତରେ ତାହା ସୀମିତ ରହେ ନାହିଁ। ଅନେକ ସମୟରେ ଆମ ପରମ୍ପରାର ଗଭୀର ଭିତରେ ଲୁଚି ରହିଥାଏ ଏମିତି କିଛି ଚିନ୍ତାଧାରା, ଯାହା ନିଜ ସମୟଠାରୁ ଅନେକ ଆଗରେ ଥିଲା। ଇତିହାସ ଓ ସାହିତ୍ୟର ପୃଷ୍ଠା ଲେଉଟାଇଲେ ଦେଖାଯାଏ, ପଞ୍ଚଦଶ ଶତାବ୍ଦୀରେ ଆମ ସମାଜରେ ଜାତିପ୍ରଥା ଏବଂ ପିତୃସତ୍ତା ଏକ ପ୍ରବଳ ରୂପ ନେଇଥିଲା। କ’ଣ ଖାଇବା, … Continue reading A Social Revolution from 500 Years Ago: Lakshmi Purana, Women’s Dignity, and the Message Against Caste-based Discrimination II ୫୦୦ ବର୍ଷ ତଳର ସାମାଜିକ ବିପ୍ଳବ: ଲକ୍ଷ୍ମୀ ପୁରାଣ, ନାରୀ ସମ୍ମାନ ଓ ଜାତିଭେଦ ବିରୋଧୀ ବାର୍ତ୍ତା