ଜଣେ କ୍ରୀତଦାସ ଯିଏ ଭାରତରେ ସ୍ଥାପନ କରିଥିଲା ପ୍ରଥମ ମୁସଲିମ୍ ଶାସନ
ହିନ୍ଦୁସ୍ତାନରେ ମୁସଲମାନ ଶାସନର ଆରମ୍ଭର ଶ୍ରେୟ ମୋହମ୍ମଦ ଘୋରୀଙ୍କୁ ଦିଆଯାଏ, ଯିଏ ତରାଇର ଦ୍ୱିତୀୟ ଯୁଦ୍ଧରେ ପୃଥ୍ୱୀରାଜ ଚୌହାନଙ୍କୁ ପରାସ୍ତ କରି ବିଭିନ୍ନ ସ୍ଥାନରେ ନିଜର ସୁବେଦାର ନିଯୁକ୍ତ କରିଥିଲେ। ତାଙ୍କର ଗୋଲାମ (ଦାସ) ସେନାପତି କୁତୁବୁଦ୍ଦୀନ ଆଇବକ ଭାରତରେ ଗୁଲାମ ବା ଦାସ ବଂଶର ଶାସନ ଆରମ୍ଭ କରି ଦିଲ୍ଲୀ ସୁଲତନତର ସ୍ଥାପନା କରିଥିଲେ। କିନ୍ତୁ କିଛି ଐତିହାସକାର ମାନନ୍ତି ଯେ ଦିଲ୍ଲୀ ସୁଲତନତର ସ୍ଥାପନାର ଶ୍ରେୟ ଇଲ୍ତୁତମିସଙ୍କୁ ଦିଆଯିବା ଉଚିତ। ଆସନ୍ତୁ ଜାଣିବା କୁତୁବୁଦ୍ଦୀନଙ୍କର … Continue reading ଜଣେ କ୍ରୀତଦାସ ଯିଏ ଭାରତରେ ସ୍ଥାପନ କରିଥିଲା ପ୍ରଥମ ମୁସଲିମ୍ ଶାସନ
Copy and paste this URL into your WordPress site to embed
Copy and paste this code into your site to embed