କୁହାଳିଆ ବିଜେଡି ନେତାଙ୍କ ମୁହଁରେ ତୁଣ୍ଡି || A slap in the face of the famous BJD leader

ଦେବାଶିଷଙ୍କ ଦଳବଦଳ ପରେ ବିଜେଡିରେ ନିରବତା, ବଢ଼ୁଛି ଅନ୍ତର୍ଦ୍ୱନ୍ଦ୍ୱ ଚର୍ଚ୍ଚା ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବିଜେପିରେ ଯୋଗଦାନ ପରେ ରାଜ୍ୟର ରାଜନୀତି ଉତ୍ତପ୍ତ ହୋଇଉଠିଛି। ବିଶେଷକରି ବିଜେଡିର ବରିଷ୍ଠ ନେତାମାନଙ୍କ ନିରବତାକୁ ନେଇ ଏବେ ରାଜନୈତିକ ମହଳରେ ନାନା ଚର୍ଚ୍ଚା ଆରମ୍ଭ ହୋଇଛି। ରାଜନୈତିକ ବିଶ୍ଳେଷକମାନଙ୍କ ମତରେ, ଦେବାଶିଷ ସାମନ୍ତରାୟଙ୍କ ଦଳବଦଳ କେବଳ ଜଣେ ନେତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ନୁହେଁ, ବରଂ ବିଜେଡି ଭିତରେ … Continue reading କୁହାଳିଆ ବିଜେଡି ନେତାଙ୍କ ମୁହଁରେ ତୁଣ୍ଡି || A slap in the face of the famous BJD leader