A single election will increase GDP by 1.5%! ।। ଏକକ ନିର୍ବାଚନରେ ଜିଡିପି୧.୫% ବଢିବ!

ଏକକ ନିର୍ବାଚନରେ ଜିଡିପି ୧.୫% ବୃଦ୍ଧି ବଢିପାରେ ବୋଲି ବିଶେଷଜ୍ଞମାନେ ମତ ପୋଷଣ କରିଛନ୍ତି । ସଂସଦ ଭବନ ଆନେକ୍ସରେ ଅନୁଷ୍ଠିତ ଏକ ଦେଶ- ଏକ ନିର୍ବାଚନ ଉପରେ ମିଳିତ ସଂସଦୀୟ କମିଟି (ଜେପିସି)ର ଷଷ୍ଠ ବୈଠକରେ ପଞ୍ଚଦଶ ଅର୍ଥ ଆୟୋଗର ଅଧ୍ୟକ୍ଷ ଏନକେ ସିଂହ ଓ ଅର୍ଥନୀତି ପ୍ରଫେସର ଡକ୍ଟର ପ୍ରାଚୀ ମିଶ୍ର ଯୋଗଦେଇଥିଲେ । ଉଭୟଙ୍କ ମତରେ ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନ ଏକାଠି କରିବା ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ହେବ । … Continue reading A single election will increase GDP by 1.5%! ।। ଏକକ ନିର୍ବାଚନରେ ଜିଡିପି୧.୫% ବଢିବ!