‘ଘୋଡ଼ା ବେପାର’ର ସଂକେତ! || A sign of ‘horse trading’!

ଆସନ୍ତା ଏପ୍ରିଲ ୨ ତାରିଖରେ ଖାଲି ହେବାକୁ ଯାଉଥିବା ଓଡ଼ିଶାର ୪ଟି ରାଜ୍ୟସଭା ଆସନ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ପାରା ଦିନକୁ ଦିନ ଚଢ଼ୁଛି। ରାଜ୍ୟସଭା ନିର୍ବାଚନ ସାଧାରଣତଃ ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ପରି ସର୍ବସାଧାରଣ ଉତ୍ସାହ ସୃଷ୍ଟି କରେନାହିଁ, କାରଣ ଏହା ପ୍ରତ୍ୟକ୍ଷ ଭୋଟର ଆଧାରିତ ନୁହେଁ। କିନ୍ତୁ ଏଥର ଚତୁର୍ଥ ଆସନକୁ ନେଇ ସୃଷ୍ଟି ହୋଇଥିବା ସଂଖ୍ୟା-ଗଣିତ ଓ ରାଜନୈତିକ ସମୀକରଣ ଏହାକୁ ଏକ ରୋମାଞ୍ଚକ ରାଜନୈତିକ ପର୍ବରେ ପରିଣତ କରିଛି। … Continue reading ‘ଘୋଡ଼ା ବେପାର’ର ସଂକେତ! || A sign of ‘horse trading’!