A new town is being built on 9,000 acres in Bhubaneswar || ଭୁବନେଶ୍ୱରରେ ୯ ହଜର ଏକରରେ ହେଉଛି ନୂଆ ଟାଉନ୍‌

ରାଜଧାନୀରେ ପୁଣି ଏକ ନୂଆ ସହର ଗଢନା ହେବ। ସରକାର ବଡ଼ ପ୍ଲାନ କରୁଛନ୍ତି। ସାଧାରଣ ଲୋକମାନେ ଶସ୍ତାରେ ଘର ଆଉ ଜମି ପାଇବେ। ୯ ହଜାର ଏକର ଜମିରେ ଭୁବନେଶ୍ୱର ଡେଭଲପ୍‌ମେଣ୍ଟ ଅଥରିଟି ବା ବିଡିଏ କରୁଛି ଟାଉନ ପ୍ଲାନିଂ। ଭୁବନେଶ୍ୱର ଗୋହିରିଆ ଛକ ନିକଟରେ ବିଡିଏ କରୁଛି ଏହି ଟାଉନ ପ୍ଲାନିଂ। ଏନେଇ ଖୋଦ୍ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ନିଜେ ଏହି ଟାଉନ୍‌ … Continue reading A new town is being built on 9,000 acres in Bhubaneswar || ଭୁବନେଶ୍ୱରରେ ୯ ହଜର ଏକରରେ ହେଉଛି ନୂଆ ଟାଉନ୍‌