ବୈଜୟନ୍ତଙ୍କ ଢୋଲ ଭିତରେ ପଶିଗଲେଣି ମୂଷା! || A mouse has entered Baijayant’s drum!

ଗୋଟିଏ ଲୋକକଥା ଅଛି— “ଘର ଢିଙ୍କି କୁମ୍ଭୀର ହେଲେ, ପରକୁ ଦୋଷ ଦେଇ ଲାଭ କ’ଣ?” ରାଜନୀତିରେ ମଧ୍ୟ କିଛି ଏମିତି ହିଁ ଘଟଣା ଘଟେ। ଯେତେବେଳେ ଜଣେ ନେତା ଦିଲ୍ଲୀ ଦରବାରରେ ନିଜର ଦବଦବା ବଢ଼ାଇବାରେ ବ୍ୟସ୍ତ ରହିଥିବାବେଳେ, ଠିକ୍ ସେତିକିବେଳେ ତାଙ୍କ ପାଦତଳ ମାଟିକୁ ଖସାଇ ଦେବା ପାଇଁ ନିଜ ଦଳ ଭିତରେ ହିଁ ମୂଷାମାନେ ଗାତ ଖୋଳିବା ଆରମ୍ଭ କରିଦେଇଛନ୍ତି। ଓଡ଼ିଶା ରାଜନୀତିର ହଟସିଟ୍ କୁହାଯାଉଥିବା କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରକୁ ନେଇ ଏବେ … Continue reading ବୈଜୟନ୍ତଙ୍କ ଢୋଲ ଭିତରେ ପଶିଗଲେଣି ମୂଷା! || A mouse has entered Baijayant’s drum!