ଖାଉଟି ପେଟରେ ଲାତ ; ବଢ଼ିଲା ଏଲପିଜି ଦାମ୍ | A kick in the stomach for the poor; LPG prices increased

୧୧ମାସରେ ଦ୍ଵିତୀୟ ଥର ପାଇଁ ଏଲପିଜି ଦାମ୍ ବୃଦ୍ଧି : ଘରୋଇ ସିଲିଣ୍ଡର ୬୦/- , ବାଣିଜ୍ୟିକ ୧୧୫/- ଟଙ୍କାକୁ ବୃଦ୍ଧି | ତୈଳ କମ୍ପାନୀଗୁଡ଼ିକ ଶନିବାର ଦିନ ଘରୋଇ ଏବଂ ଦେଶରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବଢ଼ାଇଛନ୍ତି | ବୃଦ୍ଧି ପରେ ଦିଲ୍ଲୀରେ ୧୪.୨ କି.ଗ୍ରା. ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ ୯୧୩ଟଙ୍କାରେ ପହଞ୍ଚିଛି , ଯାହା ପୂର୍ବରୁ ୮୫୩ଟଙ୍କା ଥିଲା । ବର୍ଷକଠୁ କମ୍ ସମୟ ମଧ୍ୟରେ ଏହା ଏଲପିଜି ମୂଲ୍ୟରେ … Continue reading ଖାଉଟି ପେଟରେ ଲାତ ; ବଢ଼ିଲା ଏଲପିଜି ଦାମ୍ | A kick in the stomach for the poor; LPG prices increased