A hard slap on Rahul’s cheek! II ରାହୁଲଙ୍କ ଗାଲକୁ ଶକ୍ତ ଚାପୁଡ଼ା!

ଦେଶର ଚାରିଟି ବଡ଼ ରାଜ୍ୟ—ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର ଏବଂ କର୍ଣ୍ଣାଟକ। ଏହି ଚାରିଟି ରାଜ୍ୟରେ ନିକଟରେ ବିଧାନ ପରିଷଦ ଅର୍ଥାତ୍ ଏମଏଲସି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଗତକାଲି ତାର ଭୋଟ ଗଣତି ଥିଲା। ସମୁଦାୟ ୨୮ଟି ଆସନ ପାଇଁ ଏହି ନିର୍ବାଚନ ହୋଇଥିଲା।  ଏହି ନିର୍ବାଚନରେ ଜାତୀୟ ଦଳ କଂଗ୍ରେସର ଅବସ୍ଥା କ’ଣ ହୋଇଛି? କଂଗ୍ରେସ ଦଳ ଗୋଟିଏ ବି ଆସନ ଜିତିପାରି ନାହିଁ, ଅର୍ଥାତ୍ ସେମାନଙ୍କର ଖାତା ବି ଖୋଲିପାରି ନାହିଁ। ଫଳାଫଳ କେବଳ ବିରାଟ … Continue reading A hard slap on Rahul’s cheek! II ରାହୁଲଙ୍କ ଗାଲକୁ ଶକ୍ତ ଚାପୁଡ଼ା!