ମୋହନଙ୍କ ପାଇଁ ଆସୁଛି ବଡ଼ ବିପଦ! || A great danger is coming for Mohan!

ଓଡ଼ିଶା ରାଜନୀତିରେ ଏବେ ଏକ ବଡ଼ ରାଜନୈତିକ ଭୂକମ୍ପ ଦେଖିବାକୁ ମିଳିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ପରେ, ଏହାକୁ ନେଇ ଦିଲ୍ଲୀରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଚର୍ଚ୍ଚା ଜୋର୍ ଧରିଛି। ଓଡ଼ିଶାରେ ବିଜେପିର ସଂଗଠନକୁ ମଜବୁତ୍ କରିବାରେ ଏବଂ ରାଜ୍ୟରେ ଦଳକୁ ପ୍ରଥମ ଥର ପାଇଁ କ୍ଷମତାକୁ ଆଣିବାରେ ଯେଉଁ ନେତାଙ୍କୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଚାର କରାଯାଉଥିଲା, ସେହି ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ନିଷ୍ପତ୍ତି ପଛରେ କ’ଣ ରହିଛି କାରଣ? ଏହି … Continue reading ମୋହନଙ୍କ ପାଇଁ ଆସୁଛି ବଡ଼ ବିପଦ! || A great danger is coming for Mohan!