୧୦୦ କୋଟିର ଖେଳ! || A game worth 1 billion!

ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ହେବାକୁ ଯାଉଥିବା ରାଜ୍ୟସଭା ନିର୍ବାଚନକୁ ନେଇ ଓଡ଼ିଶା ରାଜନୀତିରେ ଏବେ ତୀବ୍ର ଚର୍ଚ୍ଚା ଓ ଉତ୍ସୁକତା ସୃଷ୍ଟି ହୋଇଛି। ସାଧାରଣତଃ ରାଜ୍ୟସଭା ନିର୍ବାଚନ ଅଧିକ ଆଲୋଚନାର ବିଷୟ ହୁଏନି, କାରଣ ଏହାର ଫଳାଫଳ ସଂଖ୍ୟାଗଣିତ ଉପରେ ନିର୍ଭର କରେ। କିନ୍ତୁ ଏଥର ଓଡ଼ିଶାର ରାଜ୍ୟସଭା ନିର୍ବାଚନ ସାଧାରଣ ନୁହେଁ। ୪ଟି ଆସନ ପାଇଁ ହେଉଥିବା ଏହି ନିର୍ବାଚନରେ ୫ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି। ଯଦିଓ ପ୍ରଥମ ତିନିଟି ଆସନର ଫଳାଫଳ ପ୍ରାୟ … Continue reading ୧୦୦ କୋଟିର ଖେଳ! || A game worth 1 billion!