“A crowd of losing leaders in the Congress” ।। କଂଗ୍ରେସ: ହାରୁ ନେତାଙ୍କ ଭିଡ଼

ଓଡ଼ିଶାରେ କଂଗ୍ରେସର ଅବସ୍ଥା ଆଜି ଯେତେ ଦୟନୀୟ, ତାହାକୁ ଆଉ ବିରୋଧୀ ଦଳମାନେ ବି ସମାଲୋଚନା କରିବାର ଆବଶ୍ୟକ ନାହିଁ। ନିଜ ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ ଖୋଲା କଥା କହି ଦେଇଛନ୍ତି—“କଂଗ୍ରେସ ହେଲା ହାରୁ ନେତାଙ୍କ ଦଳ।” ଏହି ଗୋଟିଏ ବାକ୍ୟ ମାତ୍ର ଏକ ଅସନ୍ତୋଷକୁ ପ୍ରକାଶ କରୁନାହିଁ; ଏହା ଗତ ଦୁଇ ଦଶନ୍ଧି ଧରି ଓଡ଼ିଶା କଂଗ୍ରେସ ଯେଉଁ ଦୀର୍ଘ ସଙ୍କଟ, ବ୍ୟାବଧାନ, ଓ ରାଜନୈତିକ ବୁଦ୍ଧିହୀନତାର ମାର୍ଗରେ ଚାଲୁଥିଲା, ତାହାର ଗୁରୁତର … Continue reading “A crowd of losing leaders in the Congress” ।। କଂଗ୍ରେସ: ହାରୁ ନେତାଙ୍କ ଭିଡ଼