ମୋହନଙ୍କୁ ବଦନାମ କରିବା ଷଡ଼ଯନ୍ତ୍ର! ।। A conspiracy to defame Mohan!

ଓଡ଼ିଶା ରାଜନୀତିର ଇତିହାସରେ ୨୦୨୪ ଏକ ବଡ଼ ପରିବର୍ତ୍ତନର ବର୍ଷ ଥିଲା। ଦୀର୍ଘ ୨୪ ବର୍ଷର ବିଜେଡି ଶାସନର ଅନ୍ତ ଘଟାଇ ବିଜେପି କ୍ଷମତା ଦଖଲ କଲା। ଜଣେ ସାଧାରଣ ପରିବାରରୁ ଆସିଥିବା ଆଦିବାସୀ ନେତା ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ ହେଲେ। କିନ୍ତୁ କ୍ଷମତା ପାଇବାର କିଛି ମାସ ମଧ୍ୟରେ ହିଁ ସରକାର ଓ ଦଳ ଭିତରେ ଥିବା ଅନ୍ତର୍ଦ୍ୱନ୍ଦ୍ୱ ଏବଂ “ନିଜ ଲୋକଙ୍କ” ଅସନ୍ତୋଷ ଏବେ ପଦାରେ ପଡ଼ିବାରେ ଲାଗିଛି। ୨୦୦୬ର … Continue reading ମୋହନଙ୍କୁ ବଦନାମ କରିବା ଷଡ଼ଯନ୍ତ୍ର! ।। A conspiracy to defame Mohan!