ଧାମରା ମହୋତ୍ସବରେ ଏକ ପାଦିଆ ଓଡିଶୀ ନୃତ୍ୟ ଗୁରୁଙ୍କ କମାଲ

ସେ କେବଳ ଶରୀରରୁ ଭିନ୍ନକ୍ଷମ, ହେଲେ ମନରୁ ନୁହେଁ । ଯାହାଙ୍କ ଉଦ୍ୟମ ଓ ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅକ୍ଷମତା । କେବେ ବି ନିଜ କୁ ଭିନ୍ନକ୍ଷମ ନ ଭାବି ନିଜର କାର୍ଯ୍ୟ କ୍ଷେତ୍ରରେ ଦୃଢ଼ ପ୍ରତିପାଦନ କରି ପାରିଛନ୍ତି ସେ । ଆଉ କହୁଛନ୍ତି ମୁଁ ବି ସକ୍ଷମ । ମନରେ ସାହସ ଓ ଅସୀମ ଧର୍ଯ୍ୟ ତାଙ୍କୁ ଦେଇଛି ନୂଆ ପରିଚୟ । ଆମେ କହୁଛୁ ନୃତ୍ୟ ଗୁରୁ ନିତ୍ୟାନନ୍ଦ … Continue reading ଧାମରା ମହୋତ୍ସବରେ ଏକ ପାଦିଆ ଓଡିଶୀ ନୃତ୍ୟ ଗୁରୁଙ୍କ କମାଲ