A book written in the dilemma of ‘yes or no’।। ‘ହଁ ନାହିଁ ‘ର ଦ୍ୱନ୍ଦ୍ଵ ଭିତରେ ଲେଖା ହୋଇଥିବା ବହି

ରାଜନୀତିରେ ପ୍ରବେଶ କରିବାର ଉଚିତ ଅନୁଚିତ ଭାବିବା ଆଗରୁ ମୁଁ ରାଜନୀତି ଭିତରେ ହିଁ ରହିଯାଇଥିଲି। ଛାତ୍ର ଅବସ୍ଥାରେ ଛାତ୍ର ଆନ୍ଦୋଳନ, ମୋ ଭାଇ ତ୍ରିଲୋଚନ କାନୁନଗୋଙ୍କ ବସ୍ ଆନ୍ଦୋଳନ ଆଦିରେ ଯୋଗଦେଇ ମୁଁ ରାଜନୈତିକ ଲୋକମାନଙ୍କ ସମ୍ପର୍କରେ ଆସିଥିଲି। ଆମେ କଟକରେ ରହୁଥିଲୁ। ତେଣୁ କଟକର ରାଜନୈତିକ ପାଣିପାଗ, ଭାଇଙ୍କର କଂଗ୍ରେସ ଦଳ ସହ ସମ୍ପୃକ୍ତି ଏବଂ ସେ ଦଳର ବହୁ ନେତାଙ୍କ ସହ ଭଲ ସମ୍ପର୍କ ମତେ ଅନ୍ୟ ରାସ୍ତାପାଇଁ ଭାବିବାର ଅବକାଶ ଦେଇନଥିଲା। … Continue reading A book written in the dilemma of ‘yes or no’।। ‘ହଁ ନାହିଁ ‘ର ଦ୍ୱନ୍ଦ୍ଵ ଭିତରେ ଲେଖା ହୋଇଥିବା ବହି