ମୟୂରଭଞ୍ଜରେ ବାଇକ୍ ସହ ଟ୍ରକରେ ନିଆଁ ଲାଗିଲା
ମୟୂରଭଞ୍ଜ ଜିଲ୍ଲାରେ ଏକ ବୋଝେଇ ଟ୍ରକ ରହସ୍ୟମୟ ଅବସ୍ଥାରେ ଏକ ବାଇକ୍ ସହ ଧକ୍କା ହେବା ପରେ ନିଆଁ ଲାଗିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଅପରାହ୍ଣରେ ୧୮ ନମ୍ବର ଜାତୀୟ ରାଜପଥଦେଇ ବୋଝେଇ ଟ୍ରକ୍ଟି ଜିଲ୍ଲା ଦେଇ ଯାଉଥିଲା। ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜଗନ୍ନାଥଖୁଣ୍ଟାସ୍ଥିତ ହାଇସ୍କୁଲ ପାର ହେଉଥିବା ବେଳେ ଟ୍ରକ୍ ସାମ୍ନାକୁ ଆସିଥିଲା ଜଣେ ବାଇକ୍ ଆରୋହୀ। ଟ୍ରକ୍ ଚାଳକ ବ୍ରେକ୍ ଲଗାଇଥିଲେ ହେଁ ଭାରୀ ଗାଡ଼ିଟି ବାଇକ୍କୁ ଧକ୍କା ଦେଇଥିଲା। ଟ୍ରକ୍ ଟି ବାଇକ୍କୁ … Continue reading ମୟୂରଭଞ୍ଜରେ ବାଇକ୍ ସହ ଟ୍ରକରେ ନିଆଁ ଲାଗିଲା
Copy and paste this URL into your WordPress site to embed
Copy and paste this code into your site to embed