ଓଡ଼ିଶାକୁ ମାଡି ଆସୁଛି ବଡ଼ ଝଡ଼: ଜାଣନ୍ତୁ କେବେ କେଉଁ ଜିଲ୍ଲା ରହିବ ସତର୍କ || A big storm is coming to Odisha: Know when and which districts will be on alert

ଆଗାମୀ ଦିନରେ ଓଡ଼ିଶାରେ ବର୍ଷା ଏବଂ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି, ପାଣିପାଗ ବିଭାଗ ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ବିଶେଷକରି ଅପରାହ୍ନ ଏବଂ ସନ୍ଧ୍ୟା ସମୟରେ ପ୍ରବଳ ପବନ ଏବଂ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ଥିବାରୁ ବାସିନ୍ଦାମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଜୁନ ୨, ୨୦୨୬: ସମସ୍ତ ଜିଲ୍ଲାର ବିଛିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, … Continue reading ଓଡ଼ିଶାକୁ ମାଡି ଆସୁଛି ବଡ଼ ଝଡ଼: ଜାଣନ୍ତୁ କେବେ କେଉଁ ଜିଲ୍ଲା ରହିବ ସତର୍କ || A big storm is coming to Odisha: Know when and which districts will be on alert