ପହଁରିବାରେ ରେକର୍ଡ ହାସଲ କଲେ ୫୨ ବର୍ଷିୟ ମହିଳା, ଅତିକ୍ରମ କଲେ ୧୫୦ କିମି ଯାତ୍ରା
ବୟସ କେବଳ ଏକ ସଂଖ୍ୟା । ଯଦି ମନରେ କିଛି ହାସଲ କରିବାର ଆଗ୍ରହ ଥାଏ, ତେବେ ଯେକୌଣସି ଲକ୍ଷ୍ୟ ହାସଲ କରାଯାଇପାରିବ । ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ଶ୍ୟାମଲା ଗୋଲି । ୫୨ ବର୍ଷିୟ ମହିଳା ଯେଉଁ ରେକର୍ଡ ହାସଲ କରିଛନ୍ତି ତାହା ଯୁବପିଢ଼ିଙ୍କ ଠାରୁ ଆରମ୍ଭ କରି ବୟଷ୍କାଧିକ ଲୋକଙ୍କୁ ପ୍ରେରଣା ଯୋଗାଉଛି । ୫୨ ବର୍ଷ ବୟସରେ ପହଁରି ପହଁରି ଦୀର୍ଘ ୧୫୦ କିଲୋମିଟର ଯାତ୍ରା ଅତିକ୍ରମ କରିଛନ୍ତି ଶ୍ୟାମଲା ଗୋଲି … Continue reading ପହଁରିବାରେ ରେକର୍ଡ ହାସଲ କଲେ ୫୨ ବର୍ଷିୟ ମହିଳା, ଅତିକ୍ରମ କଲେ ୧୫୦ କିମି ଯାତ୍ରା
Copy and paste this URL into your WordPress site to embed
Copy and paste this code into your site to embed