Raj Kapoor film festival: ମୁମ୍ବାଇରେ ଚାଲିଥିବା ରାଜ କପୁର ଫିଲ୍ମ ଫେଷ୍ଟିଭାଲର ପ୍ରଥମ ଦିନରେ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ, କରୀନା କପୁର, ସୈଫ୍ ଅଲ୍ଲୀ ଖାନ୍, ପ୍ରେମ ଚୋପ୍ରା ପ୍ରମୁଖ ଉପସ୍ଥିତ ଥିଲେ।

ରାଜ କପୁର ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବାକୁ ଆସିଥିବା ସେଲିବ୍ରିଟିମାନଙ୍କ ମଧ୍ୟରେ ବଲିଉଡ ଷ୍ଟାର ରଣବୀର କପୁର ଏବଂ ଆଲିଆ ଭଟ୍ଟ ମଧ୍ୟ ଥିଲେ । ଆଲିଆ କ୍ରିମ ରଙ୍ଗର ଶାଢ଼ିପିନ୍ଧି ସାମିଲ ହୋଇଥିବାବେଳେ ରଣବୀର ତାଙ୍କ କଳା ରଙ୍ଗର ଶେରୱାନୀରେ ଚମତ୍କାର ଦେଖାଯାଉଥିଲେ ।

ବଲିଉଡର ରାଜଦମ୍ପତି ସୈଫ୍ ଅଲ୍ଲୀ ଖାନ୍ ଏବଂ କରୀନା କପୁର।

ରାଜ କପୁର ଫିଲ୍ମ ଫେଷ୍ଟିଭାଲର ପ୍ରଥମ ଦିନରେ ମା’ ଝିଅ ଯୋଡ଼ି ରିଦ୍ଧିମା ଓ ନୀତୁ କପୁରଙ୍କ ଫଟୋ ଉଠାଇଥିଲେ।

ହିନ୍ଦୀ ସିନେମାର ଷ୍ଟାଇଲ ଡିଭା ତଥା ଅଭିନେତ୍ରୀ କରୀନା କପୁର ଏକ ଚିତ୍ର ଭଳି ସୁନ୍ଦର ଦେଖାଯାଉଥିଲେ ।

ରାଜ କପୁର ଫିଲ୍ମ ଫେଷ୍ଟିଭାଲର ଭିତର ଫଟୋ ।

ପ୍ରେମ ଚୋପ୍ରା, ଅଭିନେତା ଶରମନ ଯୋଶୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା।

ଏଥିରେ କରୀନାଙ୍କ ସମ୍ପର୍କୀୟ ଭଉଣୀ ନିତାଶା ନନ୍ଦା ମଧ୍ୟ ଉପସ୍ଥିତ ଥିଲେ।

ଏଠାରେ କପୁର ପରିବାରର ଏକ ପାରିବାରିକ ଚିତ୍ର ରହିଛି ।

ଗୋଟିଏ ଫ୍ରେମରେ ରଣଧୀର କପୁର ଓ ବବିତା କପୁରଙ୍କୁ ଦେଖିବାକୁ ମିଳିଥିଲା ।

କରିସ୍ମା କପୁର ତାଙ୍କ ମା’ ବବିତାଙ୍କ ସହ ନଜର ଆସିଥିଲେ ।

ନବ୍ୟା ନଭେଲି ନନ୍ଦ ମଧ୍ୟ ସେଠାରେ ପହଞ୍ଚିଥିଲେ।

କପୁର ପରିବାରର ବୋହୁ ଶ୍ୱେତା ବଚ୍ଚନ ଏବଂ ତାଙ୍କ ପୁଅ ଅଗସ୍ତ୍ୟ ନନ୍ଦାଙ୍କୁ ଦେଖିବାକୁ ମିଳିଥିଲା ।

ରାଜ କପୁରଙ୍କ ପୋଷ୍ଟରକୁ ଦେଖିଲେ ରେଖା, ଏମିତି ପ୍ରବେଶ କଲେ।

କପୁର ପରିବାରର ବୋହୂ ଆଲିଆ ଭଟ୍ଟଙ୍କୁ ପଛରେ ପକାଇଲେ ରେଖା।

ସୈଫ୍ ଅଲ୍ଲୀ ଖାନ୍ଙ୍କ ସହ କରୀନାଙ୍କୁ ସବୁଠି ଦେଖିବାକୁ ମିଳିଥିଲା।

ପତ୍ନୀ ଜେନେଲିଆଙ୍କ ସହ ପହଞ୍ଚିଲେ ରିତେଶ ଦେଶମୁଖ।

ରାଜ କପୁରଙ୍କ କାର୍ଯ୍ୟକ୍ରମରେ ହୁମା କୁରେଶୀ ମଧ୍ୟ ନଜର ଆସିଥିଲେ । ସେ ଶାଢୀ ପିନ୍ଧି ଆସିପହଞ୍ଚିଥିଲେ।
Also readhttps://purvapaksa.com/allu-arjun-gets-interim-bail-high-court-says-an-actor-too-has-right-to-life/

