ଆଜି କେମିତି କଟିବ ଆପଣଙ୍କ ଦିନ ? ଜାଣନ୍ତୁ ରାଶିଫଳ…
ମେଷ ରାଶିର
କାର୍ଯ୍ୟକ୍ଷେତ୍ର ସହିତ ଘରୋଇ କାମ କରିବା ପାଇଁ କିଛି ପରିଶ୍ରମ କରିବାକୁ ହେବ। ଆପଣଙ୍କୁ ଧନ ଲାଭ ହେବ, କିନ୍ତୁ ସେହି ଧନ ଅନାବଶ୍ୟକ କାର୍ୟରେ ଖର୍ଚ୍ଚ ହେବ। ଆପଣଙ୍କର ନିଜକୁ ଅବସ ଅନୁଭବ କରିବେ। ପ୍ରଲୋଭନର ଫଳରେ ଆପଣଙ୍କୁ ଧୋକା ମିଳିପାରେ ତେଣୁ ଲାଳଚରୁ ଆପଣକୁ ବଚିବା ଉଚିତ।
ବୃଷ ରାଶି
କିଛି ରୋଚକ ଘଟଣା ଘଟିବ, ଯାହା ଆପଣଙ୍କୁ ଆନନ୍ଦିତ କରିବ। ଦିନର ପ୍ରଥମ ଭାଗ ଆପଣଙ୍କ ପାଇଁ ଲାଭ ଓ ନୂତନ ସମ୍ଭାବନା ନେଇ ଆସିବ। ଏପରିକାରେ ଆପଣଙ୍କୁ କାମ ପ୍ରତି ଗମ୍ଭୀର ରହିବାକୁ ପଡିବ। କିଛି ପରିଚିତରୁ ଅନପେକ୍ଷିତ ସମ୍ବାଦ ମିଳିବ ଯାହା ଆପଣଙ୍କୁ ଚିନ୍ତା ଦେବ। ଧନ ଲାଭ ସାଧାରଣ ରହିବ, ପୁରାଣା କାମରୁ ଲାଭ ହେବ। ଆଜିର ଦିନରେ ଆପଣଙ୍କୁ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ।
ମିଥୁନ ରାଶି
ଦିନର ପ୍ରଥମ ଭାଗରେ ଲାଭର ଅବସର ମିଳିବ। କିନ୍ତୁ ଯଦି ଆପଣ ଦ୍ଵନ୍ଦ ଓ ମାନସିକ ଚାପରୁ ବାହାରିବାକୁ ଚେଷ୍ଟା କରନ୍ତିନାହିଁ, ତେବେ ଅବସରର ପୁରା ଲାଭ ନେଇପାରିବେ ନାହିଁ। ଆପଣ ନିଜର କାର୍ଯ୍ୟ ବ୍ୟବସାୟରେ ପ୍ରଗତିରୁ ଆନନ୍ଦିତ ହେବେ। କିଛି ରିଲ୍ୟାକ୍ସ୍ ସମୟ ପାଇବେ। ଶୀଘ୍ର ନିଆଯିବା କୌଣସି ଭୁଲ ନିର୍ଣ୍ଣୟ ପରେ ଦୁଃଖ ହେବାର ସମ୍ଭାବନା ରହିଛି। ନିଜ ମନକୁ ଶାନ୍ତ କରି କୌଣସି ନିର୍ଣ୍ଣୟ ନେବା ଉଚିତ।
କର୍କଟ ରାଶି
ଦିନର ପ୍ରାରମ୍ଭିକ ଭାଗ ଅସମଝସର କାରଣରେ ପ୍ରଭାବିତ ହେବ ଏବଂ ଆପଣଙ୍କର କାମର ଗତି ଧୀର ରହିବ। ଆପଣ ଯାହା କରିବାକୁ ଚାହିଁଥିବେ, ପରିବେଶ ତାହାର ବିପରୀତ ଅନୁଭବ ହେବ, କିନ୍ତୁ ଧୈର୍ଯ୍ୟ ରଖନ୍ତୁ, ବିଫଳତାର ପରେ ସମସ୍ୟାରୁ ଅରାମ ମିଳିବ। ସ୍ଥିତି କିଛି ଅନୁକୂଳ ହେବା ଆରମ୍ଭ କରିବ। ଧନର ପ୍ରବାହ ସାଧାରଣ ରହିବ। ଯଦି ଆପଣ ଧର୍ଯ୍ୟ ରଖିବେ, ତେବେ ଆପଣଙ୍କୁ କିଛି ବିଶେଷ ବ୍ୟକ୍ତିରୁ ଗୁରୁତ୍ୱପୂର୍ଣ୍ଣ ସହଯୋଗ ମିଳିପାରେ, ଯାହା ଭବିଷ୍ୟତରେ କାମରେ ଆସିବ।
ସିଂହ ରାଶି
ମଧ୍ୟାହ୍ନ ପର୍ଯ୍ୟନ୍ତ ସକ୍ଷମତା ଓ ଶାନ୍ତିର ସହିତ କାମ କରିବାକୁ ଆବଶ୍ୟକ। କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। ବ୍ୟବସାୟିକ କାରଣରୁ ମାନସିକ ଅସ୍ଥିରତା ରହିବ। ପରିବାରରସମସ୍ୟା ଆପଣଙ୍କୁ ଅଧିକ ଚାପରେ କାମ କରିବା ପାଇଁ ବାଧ୍ୟ କରିଦେବ। ଦିନର ଆରମ୍ଭରେ ପରିବାର ସଦସ୍ୟଙ୍କ ସହିତ କଥା ହୁଅନ୍ତୁ। ପରିବାରର ସଦସ୍ୟମାନେ କିଛି କାରଣରୁ ଅସନ୍ତୁଷ୍ଟ ରହିବେ ଓ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହେବେ।
କନ୍ୟା ରାଶି
କନ୍ୟା ରାଶି ପାଇଁ ଆଜିର ଦିନ ମିଶ୍ରିତ ଫଳଦାୟକ ରହିବ। ଦିନର ପ୍ରଥମ ଭାଗରେ ଯେଉଁସବୁ ମେହନତ କରିବେ, ତାର ଲାଭ ଆପଣଙ୍କୁ ଆସନ୍ତା ଦିନଗୁଡିକରେ ମିଳିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଅତି ସଂୟମ ଏବଂ ସତର୍କତା ସହିତ ଚଲିବାକୁ ପଡିବ। ନହେଲେ ଆପଣଙ୍କର ଛୋଟ ଭୁଲ ଆପଣଙ୍କୁ ସମସ୍ୟାରେ ପକାଇପାରେ। ଲାଭର ସ୍ଥାନରେ ହାନିର ସମ୍ଭାବନା ଅଧିକ ରହିବ, ସେଥିପାଇଁ ଆର୍ଥିକ ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ।
ତୁଳା ରାଶି
ଆପଣ କାମ ପ୍ରତି ଉଦାସୀନତା ଦେଖାଇବେ କିନ୍ତୁ ଭାଗ୍ୟ ଆପଣଙ୍କୁ ସଠିକ୍ ସମୟରେ ସଠିକ୍ ନିର୍ଣ୍ଣୟ ନେବାରେ ସହଯୋଗ କରିବା ଦ୍ୱାରା ଆପଣଙ୍କୁ ଆପେକ୍ଷା କରିଥିବାରୁ ବେଶୀ ଲାଭ ମିଳିବ। କଳା କ୍ଷେତ୍ର ସହ ଯୁକ୍ତ ଜାତକ କିଛି ବଡ଼ ଦର୍ଶନ ଦେଇପାରନ୍ତି। ଫ୍ୟାସନ ଏବଂ ସୌନ୍ଦର୍ୟ କ୍ଷେତ୍ର ସହିତ ଯୁକ୍ତ ଜାତକଙ୍କ ପାଇଁ ମଧ୍ୟ ଦିନ ଭଲ।
ବିଛା ରାଶି
ଆଜିର ଦିନ ଆପଣଙ୍କ ପାଇଁ ଲାଭଦାୟକ। କିନ୍ତୁ ନିଜ ବାଣୀରେ ସଂୟମ ରଖିବା ଓ ଭଲ ବ୍ୟବହାର ସହ କାମ କରିବା ଆବଶ୍ୟକ । ଗୁରୁତ୍ୱପୂର୍ଣ୍ଣ କାମଗୁଡିକୁ ସ୍ଥାନାନ୍ତର କରିବାରେ ଚେଷ୍ଟା କରନ୍ତୁ । ସରକାରୀ କ୍ଷେତ୍ରର କାର୍ଯ୍ୟଗୁଡିକ ସମ୍ପୂର୍ଣ୍ଣ ହେବ । ବ୍ୟବସାୟରେ ଖ୍ୟାତି ଅର୍ଜନ ହେବ।
ଧନୁ ରାଶି
କାମ କାର୍ଯ୍ୟ ମାମଲାରେ ଦୂର ସ୍ଥାନକୁ ଯିବାକୁ ପଡିବ । ସାମାଜିକ କ୍ଷେତ୍ରରେ ତଳୁ ଉପର ସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜନ କରିବେ । କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ । ଆଗ୍ରହି ବିଷୟଗୁଡିକ ଅଧ୍ୟୟନ କରିବାରେ ସୁଯୋଗ ପାଇବେ । ଉ,ଷାଢା- ଆଇନ୍ ଅଦାଲତ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବବ ।
ମକର ରାଶି
ଆପଣ ଧନ ସମ୍ବନ୍ଧୀୟ କାମଗୁଡିକୁ ଛାଡ଼ି ବାକି ସମସ୍ତ କାମରେ ସମ୍ମାନ ପାଇବେ । ଦିନର ଆରମ୍ଭରୁ ଶେଷ ପର୍ୟାୟ ପର୍ଯ୍ୟନ୍ତ ଆର୍ଥିକ ଦୁଃଖ କୌଣସି ରୂପରେ ଆପଣଙ୍କୁ ଦୁଃଖ ଦେବ। ସମୟରେ କାମ ସମ୍ପୂର୍ଣ୍ଣ କରିବା ପରେ ବି ଆପଣକୁ ଅଭିପ୍ସିତ ସଫଳତା ନହେବାର ଅଭାସ ହେବ।
କୁମ୍ଭ ରାଶି
ପରିବାରରେ ତିକ୍ତତା ଦେଖାଦେଇପାରେ । ବ୍ୟବସାୟରେ ବଡ ବ୍ୟବସାୟୀଙ୍କ ସହ ହାତ ମିଳାଇବେ । ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଂଶସାକୁ ସହି ନପାରି କଟୁ ମନ୍ତବ୍ୟ ଦେଇପାରନ୍ତି । ବିବାହ ଆଦି ଶୁଭ କାର୍ଯ୍ୟରେ ଯୋଗ ଦେଇ ମନ ଖୁସି ରହିବ । ସାମାଜିକ ସ୍ତରରେ ଜନମଙ୍ଗଳ କାମରେ ନିଜକୁ ନିୟୋଜିତ କରିପାରନ୍ତି ।
ମୀନ ରାଶି
ଯଦି ଆପଣ ପିତାଙ୍କ ସହ କିଛି ନୂଆ କାମ ଆରମ୍ଭ କରୁଛନ୍ତି, ତେବେ ସାବଧାନ ରୁହନ୍ତୁ । ପିଲାଙ୍କର ଜଞ୍ଜାଳ ବଢିବ । ବଦ୍ ଖର୍ଚ୍ଚ ବଢିବ । ଯୁକ୍ତିତର୍କ କରିବା ଠିକ ନୁହେଁ । ପେଟ ଗୋଳମାଳ ରହିବ । ଆପଣଙ୍କ ଭାଗ୍ୟ ଖରାପ ବୋଲି ଚିନ୍ତା କରିପାରନ୍ତି, କିନ୍ତୁ ମନେ ରଖନ୍ତୁ ସମସ୍ତ କାର୍ଯ୍ୟ ପ୍ରକୃଷ୍ଟ ସମୟରେ ସମାଧାନ ହୋଇଥାଏ ।
ଯେଉଁମାନଙ୍କ ଘରେ ରହିଥାଏ ଏହି ଦୋଷ, ତାଙ୍କୁ ମିଳି ନଥାଏ ଲକ୍ଷ୍ମୀ ମା’ଙ୍କର କୃପା