Rashifala: ୨୦ ମାର୍ଚ୍ଚର ଦିନ ବିଶେଷ ଅଟେ । ଆଜି ଶୁକ୍ରବାରର ଦିନ ଏହି ରାଶିଗୁଡ଼ିକର ଭାଗ୍ୟବାନ ହେବେ । ଜଣାନ୍ତୁ ଆପଣଙ୍କ ରାଶିଫଳ ।
ମେଷ ରାଶିର ଲୋକଙ୍କ ପାଇଁ ଆଜି କାହାସହ ଝଗଡ଼ା ହୋଇ ପାରେ। କାମକ୍ଷେତ୍ରରେ ପୁରା ଧ୍ୟାନ ଦିଅନ୍ତୁ। ପରିବାରରେ ସମସ୍ତେ ଆପଣଙ୍କର ବଦଳ ହୋଇଥିବା ସ୍ୱଭାବ ପାଇଁ ଚିନ୍ତିତ ହୋଇ ପାରନ୍ତି । ଛାତ୍ରମାନେ ସଫଳତା ପାଇଁ ପ୍ରୟାସ କରିବାକୁ ପଡିପାରେ। ଦାମ୍ପତ୍ୟ ଜୀବନରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।
ବୃଷ ରାଶିର ଲୋକମାନଙ୍କ ଦାମ୍ପତ୍ୟ ଜୀବନରେ ଝଗଡା ହୋଇପାରେ। ପରିବାରରେ ନୂତନ ଯୋଜନା ହେବ। ସୁଖର ସାଧନ ପାଇବେ। ସ୍ଥିତି ବିଷୟରେ ସଚେତନ ହେବା ଆପଣଙ୍କ ଏବଂ ଆପଣଙ୍କ ପରିବାର ପାଇଁ ଭଲ ହେବ। ବ୍ୟବସାୟରେ ନୂତନ ଡିଲ ମିଳିପାରେ।
ମିଥୁନ ରାଶିର ଲୋକଙ୍କର ସ୍ୱାସ୍ଥ୍ୟରେ ସମସ୍ୟା ହୋଇପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସାମାଜିକ ଦିଗରେ ଆପଣ ଭଲ କରିବେ, ଲୋକମାନେ ଆପଣଙ୍କର କାମର ସ୍ଥିତି ବିଷୟରେ ଚର୍ଚ୍ଚା କରିବେ। ବ୍ୟବସାୟ କରୁଥିଲେ ଆପଣଙ୍କର ପରିଶ୍ରମ ଫଳପ୍ରଦ ହେବ ।
କର୍କ ରାଶିର ଲୋକମାନଙ୍କୁ ମାତା-ପିତା ଓ ସନ୍ତାନଙ୍କର ସହାୟତା ମିଳିବ। ଆଜି ଆପଣଙ୍କର ବାକି ରହିଯାଇଥିବ କାମ ଶେଷ ହୋଇପାରିବ। ସ୍ୱାସ୍ଥ୍ୟ ନିମନ୍ତେ କଷ୍ଟ ବଡ଼ିପାରେ. ସୋସିଆଲ ମାନ୍ୟତାରେ ଦେଖେଇ ହେବା ଠାରୁ ଦୂର ରହନ୍ତୁ। ପରିବାରରେ କିମ୍ବା ଅନ୍ୟ କାହା ପାଖରୁ ଗିଫ୍ଟ ମିଳିପାରେ।
ସିଂହରାଶିର ଲୋକମାନଙ୍କ ଜୀବନ ଭକ୍ତିମୟ ରହିବ। ବଡ଼ ଓ ଅଲଗା କାମ କରିବା ପାଇଁ ଭାବି ପାରନ୍ତି। ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ମିଳିବା ଯୋଗୁଁ ଗୁରୁତ୍ବପୂର୍ଣ୍ଣ କାମ ହୋଇଯିବ।
କନ୍ୟା ରାଶିର ଲୋକମାନେ ନିଜ ଲୋକଙ୍କୁ ବୃଥା ସନ୍ଦେହ କରି ନିଜେ ହିଁ କ୍ଷତିରେ ପଡ଼ିବେ। ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି। ସନ୍ତାନ ଚିନ୍ତା ଦେଖା ଦେଇପାରେ। ଅଫିସରୁ ଆସିଲାବେଳେ ନିଜ ମନ ପସନ୍ଦର ଜିନିଷ ଟିଏ କିଣିକି ଆଣିବାରେ ସମର୍ଥ ହେବେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଉତମ ଫଳ ପ୍ରଦର୍ଶନ କରିବେ ।
ତୁଳା ରାଶିର ଲୋକମାନେ ଉଚ୍ଚ ପଦାଧିକାରୀ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ । ସାମାଜିକ ସ୍ତରରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ । ବ୍ୟବସାୟ, ପରିବହନ, ରାଜନୀତି, ସାହିତ୍ୟ, ସାମ୍ବାଦିକତା ଓ ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରୁ ଶୁଭଫଳ ମିଳିବ ।
ବିଛା ରାଶିର ଲୋକମାନେ କର୍ମକ୍ଷେତ୍ରରେ ପରିଶ୍ରମର ଭଲ ପରିମାଣ ପାଇବା ସହିତ ଉଚ୍ଚପଦ ପଦବୀ ପାଇବାରେ ସଫଳ ହେବେ। ଅଯଥା ଖର୍ଚ୍ଚରୁ ନିଜକୁ ରୋକିବାକୁ ହେବ। କ୍ୟାରିୟରେ ନୂଆ କିର୍ତୀମାନ ସ୍ଥାପନ କରିବେ। ସରକାରୀ ସ୍ଥରରେ କେତେକ ସୁବିଧା ପାଇବା ହେତୁ ଖୁସି ରହିବେ। ଦୁର୍ଘଟଣାର ଶିକାର ହୋଇପାରନ୍ତି ।
ଧନୁ ରାଶିର ଲୋକମାନଙ୍କୁ ଦୁଃଚିନ୍ତା ଥିବାରୁ ଦେଖି ଚାହିଁ କାର୍ଯ୍ୟ କରିବାକୁ ହେବ । ପରିବାର ବର୍ଗଙ୍କ ସହ ପାଟିତୁଣ୍ଡ ଯୋଗୁଁ ମାନସିକ କଷ୍ଟ ପାଇବେ । ଯୁକ୍ତି ତର୍କ ହେବ । ରାଗିବା ଏବଂ କଥା କହିବାକୁ ନିଜ ଆୟତ୍ତରେ ରଖନ୍ତୁ । ଦୁର୍ଘଟଣାର ସମ୍ମୁଖୀନ ହେବେ । କଚେରୀ କାମକୁ ସାବଧାନତା ସହ ପରିଚାଳନା କରନ୍ତୁ । ଅଯଥା କାମରେ ବିଚଳିତ ହେବେ ।
ମକର ରାଶିର ବ୍ୟବସାୟୀଙ୍କ ଲାଗି ଦିନଟ ଆରାମଦାୟକ ହେବ। ଅଧୁରା ଥିବା କାମ ସଂପୂର୍ଣ୍ଣ ହୋଇଯିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ବନ୍ଧୁ ସହିତ ବାହାରକୁ ଭ୍ରମଣରେ ଯାଇପାରନ୍ତି। ବୈବାହିକ ଜୀବନ ସବୁଠୁ ଉତ୍ତମ ରହିବ। ନୂତନ ଆୟର ପନ୍ଥା ଖୋଲିଯିବା ସହ ଉତମ ରୋଜଗାର ହେବ।ଘରକୁ ଜିନିଷ କିଣି ଅଧିକ ପଇସା ଖର୍ଚ୍ଚ କରିପାରନ୍ତି। ଶିକ୍ଷାର୍ଥୀମାନେ ପଥ ଭ୍ରଷ୍ଟ ହୋଇ ପାରନ୍ତି।
କୁମ୍ଭ ରାଶିର ଲୋକଙ୍କ ପାଇଁ ବୈବାହିକ ଜୀବନ ସବୁଠୁ ଉତ୍ତମ ରହିବ। ନୂତନ ଆୟର ପନ୍ଥା ଖୋଲିଯିବା ସହ ଉତମ ରୋଜଗାର ହେବ।ଘରକୁ ଜିନିଷ କିଣି ଅଧିକ ପଇସା ଖର୍ଚ୍ଚ କରିପାରନ୍ତି। ଶିକ୍ଷାର୍ଥୀମାନେ ପଥ ଭ୍ରଷ୍ଟ ହୋଇ ପାରନ୍ତି। ଆପଣଙ୍କ ଉଚ୍ଚମାନର କାର୍ଯ୍ୟ ଆପଣଙ୍କ ବରିଷ୍ଠ ଅଧିକାରୀଙ୍କୁ ଅତ୍ୟନ୍ତ ପ୍ରଭାବିତ କରିବ ଏବଂ ସେମାନେ ହୁଏତ ଆପଣଙ୍କୁ ପଦୋନ୍ନତି ଦେଇପାରନ୍ତି ।
ବାଣିଜ୍ୟ ବ୍ୟବସାୟ ମଧ୍ୟମ ଧରଣର ରହିବ। ପ୍ରେମ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ମାଲିମକଦ୍ଦମା ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ରାଜନୀତିରେ କୌଣସି କାମକୁ ହାତକୁ ନେବେ। ମହିଳାମାନେ ଇଶ୍ୱର ବିଶ୍ୱାସି ହେବେ। ପଛ କଥା ପଛରେ ପକାଇ ଏହି ସମୟର ସଦୁପଯୋଗ କରିପାରିଲେ ଭଲ। କାର୍ଯ୍ୟରେ ବରିଷ୍ଠ ଅଧିକାରୀଙ୍କ ସହିତ କାରବାରେ କଲାବେଳେ ଯଦି ଆପଣ ବିଶେଷ ଭାବରେ ଯତ୍ନଶୀଳ ହେବେ, ତେବେ ତାହା ଆପଣଙ୍କୁ ସାହାଯ୍ୟ କରିବ ।