କର୍ଣ୍ଣାଟକ ଜାତି ଗଣନା: ମୁସଲମାନଙ୍କ ମଧ୍ୟରେ ୯୯ ଉପଜାତି, ଖ୍ରୀଷ୍ଟିଆନରେ ୫୭

Karnataka:  ଜନଗଣନା ୨୦୧୫ ସର୍ଭେ ଅନୁଯାୟୀ ୭୬.୯୯ ଲକ୍ଷ ମୁସଲମାନ ଅଛନ୍ତି, ଯେଉଁମାନେ ବର୍ତ୍ତମାନ ଓବିସି କୋଟା ଅଧୀନରେ ପ୍ରଚଳିତ ବର୍ଗ ୨ବିରେ ୪ ପ୍ରତିଶତ ସଂରକ୍ଷଣ ପାଇଛନ୍ତି। କର୍ଣ୍ଣାଟକର ଦୁଇଟି ପ୍ରଭାବଶାଳୀ ସଂଖ୍ୟାଲଘୁ ସମ୍ପ୍ରଦାୟ ବିଷୟରେ ଆକର୍ଷଣୀୟ ତଥ୍ୟ ପ୍ରଦାନ କରୁଥିବା ସାମାଜିକ ଓ ଶିକ୍ଷାଗତ ସର୍ବେକ୍ଷଣ ବା ଜାତିଗତ ଜନଗଣନା ଅନୁଯାୟୀ ମୁସଲମାନମାନଙ୍କ ମଧ୍ୟରେ ୯୯ଟି ଉପଜାତି ଥିବା ବେଳେ ଖ୍ରୀଷ୍ଟିଆନମାନଙ୍କ ମଧ୍ୟରେ ନିଜକୁ ‘ବ୍ରାହ୍ମଣ’ ଏବଂ ‘ଭୋକାଲିଗା’ ବୋଲି ପରିଚୟ ଦେଉଥିବା ଲୋକ … Continue reading କର୍ଣ୍ଣାଟକ ଜାତି ଗଣନା: ମୁସଲମାନଙ୍କ ମଧ୍ୟରେ ୯୯ ଉପଜାତି, ଖ୍ରୀଷ୍ଟିଆନରେ ୫୭