ଅଷ୍ଟମ ବେତନ କମିଶନ: ଡିଏ ଓ ମୂଳ ବେତନ ମିଶ୍ରଣ ନେଇ ସରକାରଙ୍କ ପ୍ରତିକ୍ରିୟା

8Th Pay Comission: ମହଙ୍ଗା ଭତ୍ତା (ଡିଏ) ଏବଂ ମହଙ୍ଗା ରିଲିଫ୍ (ଡିଆର)କୁ କେନ୍ଦ୍ର ସରକାରଙ୍କ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମୌଳିକ ଦରମା/ପେନସନରେ ମିଶ୍ରଣ କରିବାର କୌଣସି ଯୋଜନା ନାହିଁ। ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସରକାର ଏହି ସୂଚନା ଦେଇଛନ୍ତି। ୫୦% ଡିଏକୁ ମୌଳିକ ଦରମାରେ ମିଶ୍ରଣ କରିବାକୁ କିଛି କର୍ମଚାରୀ ସଂଗଠନ ଦାବି କରୁଥିଲେ। ତେବେ ଷଷ୍ଠ ବେତନ କମିଶନ ଡିଏକୁ ମୂଳ ଦରମାରେ ମିଶ୍ରଣ ନ କରିବାକୁ ସୁପାରିସ କରିଥିଲେ। ଏହି … Continue reading ଅଷ୍ଟମ ବେତନ କମିଶନ: ଡିଏ ଓ ମୂଳ ବେତନ ମିଶ୍ରଣ ନେଇ ସରକାରଙ୍କ ପ୍ରତିକ୍ରିୟା