ରାଜ୍ୟର ୮୫ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରହିଛି

ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ ଏବଂ ନ୍ୟାସନାଲ ଇଲେକ୍ସନ ୱାଚ୍ ଦ୍ୱାରା କରାଯାଇଥିବା ବିଶ୍ଳେଷଣରୁ ଜଣାପଡ଼ୁଛି ଯେ ଓଡ଼ିଶାରେ ବହୁ ସଂଖ୍ୟକ ନବନିର୍ବାଚିତ ବିଧାୟକଙ୍କ ବିରୁଦ୍ଧରେ  ଅପରାଧିକ ଅଭିଯୋଗ ରହିଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ବିଧାନସଭାର ମୋଟ ୧୪୭ ବିଧାୟକଙ୍କ ମଧ୍ୟରୁ ୮୫ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି। ଶତକଡା ହିସାବରେ ଏହା ୫୮% । ଏହାବ୍ୟତୀତ ୬୬ ଜଣ ବିଧାୟକ ଅର୍ଥାତ୍ ବିଧାନସଭାର ୪୫ ପ୍ରତିଶତ ଗୁରୁତର ଅପରାଧିକ ଅପରାଧରେ ସମ୍ପୃକ୍ତ … Continue reading ରାଜ୍ୟର ୮୫ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରହିଛି