800 killed in massive Afghanistan earthquake ।। ଆଫଗାନିସ୍ତାନରେ ଭୟଙ୍କର ଭୂମିକମ୍ପ ଅନୁଭୂତ, ୮୦୦ ମୃତ ୧୩୦୦ରୁ ଅଧିକ ଆହତ

ବିଶ୍ଵ ପାଇଁ ୨୦୨୫ ବଡ ଅଶୁଭ ସାବ୍ୟସ୍ତ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟ ବଡ଼ ସର୍ବନାଶ କରିଛି। ଗତମାସରେ ଋଷ ଉପକୂଳରେ ଭୟଙ୍କର ଭୂକମ୍ପ ଅନୁଭୂତ ହେବା ସହ ଜାପାନ, ଋଷର କେତେକ ଅଞ୍ଚଳ ସହ ଆମେରିକାରେ ଭୟଙ୍କର ପ୍ରଳୟ ଆଣିଥିଲା । କୋଠାବାଡି, ଘର ଦୁଆର ସମୁଦ୍ର ଗର୍ଭରେ ପଶିଯାଇଥିଲା । ରବିବାର ସେମିତି ଏକ ଭୂକମ୍ପ ଝଟକା ଆଫଗାନିସ୍ତାନର ଛାତି ଥରେଇ ଦେଇଛି। ଏଠାରେ ଏକ ବଡ଼ ଧରଣର ଭୂମିକମ୍ପ ଘଟିଥିବାବେଳେ ଏଥିରେ ଅତି କମରେ … Continue reading 800 killed in massive Afghanistan earthquake ।। ଆଫଗାନିସ୍ତାନରେ ଭୟଙ୍କର ଭୂମିକମ୍ପ ଅନୁଭୂତ, ୮୦୦ ମୃତ ୧୩୦୦ରୁ ଅଧିକ ଆହତ