ପୋପଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର,ଜାଣନ୍ତୁ କେମିତି ନିର୍ବାଚିତ ହେବେ ପରବର୍ତ୍ତି ପୋପ୍
Pope Francis: ପୋପ୍ ଫ୍ରାନ୍ସିସ୍ ଅସୁସ୍ଥ ହେବାରୁ ତାଙ୍କୁ ରୋମର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ଆପଣ ଜାଣନ୍ତି କି କିପରି ଜଣେ ନୂଆ ପୋପ୍ ଚୟନ କରାଯାଏ ଏବଂ ପ୍ରକ୍ରିୟା କ’ଣ? ଜାଣନ୍ତୁ ନିୟମ। ପୋପ୍ ଫ୍ରାନ୍ସିସ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା କାରଣରୁ, ତାଙ୍କ ଇସ୍ତଫା ସମ୍ପର୍କରେ ଆଲୋଚନା ତୀବ୍ର ହୋଇଛି। ସୂଚନାଯୋଗ୍ୟ ଯେ, ୮୮ବର୍ଷୀୟ ପୋପ୍ ଫ୍ରାନ୍ସିସ୍ ବର୍ତ୍ତମାନ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଏବଂ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି। ଏବେ ପ୍ରଶ୍ନ … Continue reading ପୋପଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର,ଜାଣନ୍ତୁ କେମିତି ନିର୍ବାଚିତ ହେବେ ପରବର୍ତ୍ତି ପୋପ୍
Copy and paste this URL into your WordPress site to embed
Copy and paste this code into your site to embed