ଦେବଗଡ଼ ଜିଲ୍ଲାର ତିଳେଇବଣିରେ ଘଟିଛି ଅଭାବନୀୟ ଘଟଣା। ଅଜାତିରେ ବାହା ହୋଇଥିବାରୁ ୮୦ ବର୍ଷୀୟା ବୃଦ୍ଧାଙ୍କ ଶବଦାହ କରିବାକୁ ମନା କରିଦେଲେ ସମ୍ପ୍ରଦାୟର ସଦସ୍ୟମାନେ। ଅଭିଯୋଗ ଅନୁଯାୟୀ ବୃଦ୍ଧାଜଣକ ୫୦ ବର୍ଷ ପୂର୍ବେ ନିଜ ଜାତି ବାହାରେ ବିବାହ କରିଥିଲେ ଯାହାର ଦଣ୍ଡ ତାଙ୍କୁ ଶେଷ ସମୟରେ ମଧ୍ୟ ଭୋଗିବାକୁ ପଡ଼ିଲା। ଦେବଗଡ଼ ଜିଲ୍ଲାର ତିଳେଇବଣି ବ୍ଲକ ଅନ୍ତର୍ଗତ ଜରାଇକେଲା ଗ୍ରାମରୁ ପିଢ଼ିଗତ ଜାତି ପକ୍ଷପାତର ଏହି ଅଜବ ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ଅପରାହ୍ନରେ ୮୦ … Continue reading 80-year-old Deogarh woman faces social isolation in death ।। ୫୦ ବର୍ଷ ତଳେ ଅଜାତିରେ ବିବାହ କରିଥିଲେ ବୋଲି ଶବ ନେବା ପାଇଁ ମିଳିଲାନି କାନ୍ଧ
Copy and paste this URL into your WordPress site to embed
Copy and paste this code into your site to embed