କଂଗ୍ରେସର ବିଧାନସଭା ଘେରାଉ: କଡ଼ା ସୁରକ୍ଷା ବଳୟରେ ରାଜଧାନୀ

Congress: ପୂର୍ଣ୍ଣ ସୁରକ୍ଷା ଦୃଷ୍ଟିରୁ ୮୦ ପ୍ଲାଟୁନ୍ ପୁଲିସ ମୁତୟନ ମହିଳାଙ୍କ ପ୍ରତି ବଢୁଥିବା ହିଂସା ଓ ଶିଶୁଙ୍କ ଉପରେ ଅତ୍ୟାଚାର ପ୍ରତିବାଦରେ କଂଗ୍ରେସ ଦଳ ଆଜି ଓଡିଶା ବିଧାନସଭା ଘେରାଉ କରିବାକୁ ଯାଉଛି । ମଙ୍ଗଳବାରଠାରୁ ରାତି ସାରା ଧାରଣା ଜାରି ରହିବା ପରେ ଦଳ ପକ୍ଷରୁ ଆଜି ବିଧାନସଭା ବାହାରେ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଧାନସଭା ପରିସର ଘେରାଉ କରିବେ ବୋଲି ଆଶା କରାଯାଉଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କମିସନରେଟ୍ … Continue reading କଂଗ୍ରେସର ବିଧାନସଭା ଘେରାଉ: କଡ଼ା ସୁରକ୍ଷା ବଳୟରେ ରାଜଧାନୀ