୮ ଝାଡ଼ଖଣ୍ଡୀ ଡକାୟତ ଗ୍ୟାଙ୍ଗ ଗିରଫ; ୪ କୋଟି ଜବତ

ବନ୍ଧୁକ, ଗୁଳି, ବୋଲେରୋ ଜବତ ଦେଶୀ ମଦଭାଟି ଡକାୟତିରେ ସଂପୃକ୍ତ କଳାହାଣ୍ଡି ଜିଲ୍ଲା ପୁଲିସକୁ ମିଳିଛି ଏକ ବଡ଼ ସଫଳତା।  ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ  ସଫଳ ହୋଇଛି ପୁଲିସ। ଧର୍ମଗଡ଼ ଥାନା ପୁଲିସ  ଏକ ବଡ ଧରଣର ଡକାୟତି ଘଟଣାରେ ସମ୍ପୃକ୍ତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ନଗଦ ୩ କୋଟି ୫୧ଲକ୍ଷ ଟଙ୍କା, ବନ୍ଧୁକ, ଗୁଳି, ଅପରାଧରେ ବ୍ୟବହୃତ ଗାଡି ଏବଂ ମରଣାସ୍ତ୍ର ଆଦି ଜବତ କରିଛି। … Continue reading ୮ ଝାଡ଼ଖଣ୍ଡୀ ଡକାୟତ ଗ୍ୟାଙ୍ଗ ଗିରଫ; ୪ କୋଟି ଜବତ