କଟକରେ ନକଲି ପନିର କାରବାର ଉପରେ ପ୍ରଶାସନର ମାଡ଼: ୧୭ ଲକ୍ଷ ଟଙ୍କାର ୭୦ କୁଇଣ୍ଟାଲ୍ ଅପମିଶ୍ରିତ ପନିର ଜବତ ପରେ ନଷ୍ଟ || 70 quintals of unadulterated cheese worth Rs 17 lakh seized and destroyed in Cuttack

ରାଜ୍ୟରେ ଜନସ୍ୱାସ୍ଥ୍ୟ ସହ ଖେଳ ଖେଳୁଥିବା ଅସାଧୁ ବ୍ୟବସାୟୀ ଏବଂ ଖାଦ୍ୟ ଅପମିଶ୍ରଣକାରୀଙ୍କ ବିରୋଧରେ କଟକରେ ଏକ ବିରାଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କଟକ ମହାନଗର ନିଗମ ର ସ୍ୱାସ୍ଥ୍ୟ ବିଭାଗ, ଖାଦ୍ୟ ସୁରକ୍ଷା ଅଧିକାରୀ ଏବଂ କମିଶନରେଟ୍ ପୋଲିସର ମିଳିତ ଚଢ଼ାଉରେ ଏକ ବିରାଟ ନକଲି ତଥା ସିନ୍ଥେଟିକ୍ ପନିର କାରବାରର ପର୍ଦ୍ଦାଫାସ ହୋଇଛି। ପ୍ରଶାସନ ପକ୍ଷରୁ ପ୍ରାୟ ୧୭ ଲକ୍ଷ ଟଙ୍କା ମୂଲ୍ୟର ୭୦ କୁଇଣ୍ଟାଲ୍ (୭୦୦୦ କିଲୋଗ୍ରାମ) ଅପମିଶ୍ରିତ ଓ ନକଲି ପନିର … Continue reading କଟକରେ ନକଲି ପନିର କାରବାର ଉପରେ ପ୍ରଶାସନର ମାଡ଼: ୧୭ ଲକ୍ଷ ଟଙ୍କାର ୭୦ କୁଇଣ୍ଟାଲ୍ ଅପମିଶ୍ରିତ ପନିର ଜବତ ପରେ ନଷ୍ଟ || 70 quintals of unadulterated cheese worth Rs 17 lakh seized and destroyed in Cuttack