୭-୧୦ ନିୟୁତ ଭାରତୀୟଙ୍କୁ ପାଲିଏଟିଭ୍ କେୟାରର ଆବଶ୍ୟକତା, କିନ୍ତୁ ମାତ୍ର ୪% ଲୋକଙ୍କ ପାଖରେ ଏହା ଉପଲବ୍ଧ

Palliative care: ପାଲିଏଟିଭ୍ କେୟାର ପାଇଁ ଜାତୀୟ ଓ ରାଜ୍ୟ ଅତ୍ୟାବଶ୍ୟକ ଔଷଧ ତାଲିକା (ଇଏମ୍ଏଲ୍) ପର୍ୟ୍ୟାପ୍ତ ପରିମାଣରେ ମହଜୁଦ ଅଛି କି ନାହିଁ ତାହା ଏଏସ୍ଏଆର୍ ଗବେଷକମାନେ ଆକଳନ କରିଛନ୍ତି। ବାର୍ଷିକ ୭-୧୦ ନିୟୁତ ଭାରତୀୟଙ୍କୁ ପାଲିଏଟିଭ କେୟାରର ଆବଶ୍ୟକତା ରହିଛି, କିନ୍ତୁ ମର୍ଫିନ ଭଳି ନିୟନ୍ତ୍ରିତ ଯନ୍ତ୍ରଣା ଉପଶକମକାରୀ ଔଷଧ ପାଇଁ ପ୍ରତିବନ୍ଧକ ପ୍ରେସକ୍ରିପସନ ନୀତି ଏବଂ ସୀମିତ ନୀତି ପ୍ରାଥମିକତା ସମେତ ବିଭିନ୍ନ କାରଣରୁ ମାତ୍ର ୪%ରୁ କମ୍ ଲୋକ ଏହାକୁ ବ୍ୟବହାର … Continue reading ୭-୧୦ ନିୟୁତ ଭାରତୀୟଙ୍କୁ ପାଲିଏଟିଭ୍ କେୟାରର ଆବଶ୍ୟକତା, କିନ୍ତୁ ମାତ୍ର ୪% ଲୋକଙ୍କ ପାଖରେ ଏହା ଉପଲବ୍ଧ