6 reasons why Europe has started considering Russia as enemy number one ।। ସେଇ ୬ଟି କାରଣ କ’ଣ, ଯେଉଁଥି ପାଇଁ ୟୁରୋପ ଋଷକୁ ଶତ୍ରୁ ନମ୍ବର ୧ ଭାବୁଛି

ଆଜିର ୟୁରୋପ ଏବଂ ତାର ନେତାମାନେ ଏକମତ ଯେ ସେମାନେ ଋଷ ଉପରେ ଆଦୌ ଭରସା କରନ୍ତି ନାହିଁ। ସେମାନେ ସମସ୍ତେ ଋଷ ବିରୋଧରେ ଅଛନ୍ତି। ସେମାନେ ଋଷକୁ ନିଜ ପାଇଁ ସବୁଠାରୁ ବଡ଼ ବିପଦ ଭାବୁଛନ୍ତି। ୟୁରୋପରେ ଋଷର ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ପ୍ରତି ନକାରାତ୍ମକ ଦୃଷ୍ଟିକୋଣ ଅନେକ କାରଣରୁ ସୃଷ୍ଟି ହୋଇଛି ଏବଂ ସମଗ୍ର ୟୁରୋପ ଏବେ ଋଷକୁ ଶତ୍ରୁ ନମ୍ବର ଏକ ଭାବୁଛି। ଏହି ଅବିଶ୍ୱାସ ଓ ଶତ୍ରୁତାର ଅନେକ କାରଣ ଅଛି, … Continue reading 6 reasons why Europe has started considering Russia as enemy number one ।। ସେଇ ୬ଟି କାରଣ କ’ଣ, ଯେଉଁଥି ପାଇଁ ୟୁରୋପ ଋଷକୁ ଶତ୍ରୁ ନମ୍ବର ୧ ଭାବୁଛି