୫-ଟି ପ୍ରହସନ: ସ୍କୁଲ ରୂପାନ୍ତରଣରେ ହୋଇଥିବା ବ୍ୟାପକ ତ୍ରୁଟି ଧରିଲେ ସିଏଜି

CAG: ସିଏଜି ରିପୋର୍ଟରେ ଓଡ଼ିଶାର ୫-ଟି କାର୍ଯ୍ୟକ୍ରମକୁ ସମାଲୋଚନା କରାଯାଇ ହାଇସ୍କୁଲ ରୂପାନ୍ତରଣ ପ୍ରକଳ୍ପରେ ସମୟସୀମାର ଅଭାବକୁ ଦର୍ଶାଯାଇଛି। ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ନ ଥିବାରୁ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାର୍ଯ୍ୟକାରିତା ଏବଂ ଉତ୍ତରଦାୟିତ୍ୱରେ ଉନ୍ନତି ଆଣିବା ପାଇଁ ଏଥିରେ ଗଠନମୂଳକ ରଣନୀତିର ଆବଶ୍ୟକତା ରହିଛି । ଭାରତର ନିୟନ୍ତ୍ରକ ଓ ମହାଲେଖାକାର (ସିଏଜି) ନିଜ ରିପୋର୍ଟରେ ୫ଟି କାର୍ଯ୍ୟକ୍ରମକୁ ନେଇ ଚିନ୍ତା ପ୍ରକଟ କରିବା ସହ ହାଇସ୍କୁଲ ରୂପାନ୍ତରଣ ପ୍ରକଳ୍ପ … Continue reading ୫-ଟି ପ୍ରହସନ: ସ୍କୁଲ ରୂପାନ୍ତରଣରେ ହୋଇଥିବା ବ୍ୟାପକ ତ୍ରୁଟି ଧରିଲେ ସିଏଜି