ଫାଶୀ ପାଇଁ ଲାଇନରେ ୫୬୪ ଜଣ, ଶତାବ୍ଦୀର ଶେଷ ଭାଗ ପରଠାରୁ ସର୍ବାଧିକ

Death Row: ୨୦୨୪ରେ ମୃତ୍ୟୁଦଣ୍ଡାଦେଶ ଦିଆଯାଇଥିବା ଦଣ୍ଡମଧ୍ୟରୁ ୯୦% ମାମଲାରେ ନିମ୍ନ ଅଦାଲତ ଅଭିଯୁକ୍ତଙ୍କ ସମ୍ପର୍କରେ ପର୍ଯ୍ୟାପ୍ତ ସୂଚନା ଅଭାବରୁ ଦଣ୍ଡାଦେଶ ଶୁଣାଇଛନ୍ତି ବୋଲି ନିକଟରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ଅଗଷ୍ଟ ୨୦୨୪ରେ କୋଲକାତାର ଆରଜି କର ହସ୍ପିଟାଲରେ ଜଣେ  ଟ୍ରେନି ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଉତ୍ତେଜନା ଓ ବ୍ୟାପକ ପ୍ରତିବାଦ ପରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦେବାକୁ ଦାବି ହୋଇଥିଲା। ରାଜ୍ୟ ସରକାର ଅପରାଜିତା ମହିଳା ଓ ଶିଶୁ … Continue reading ଫାଶୀ ପାଇଁ ଲାଇନରେ ୫୬୪ ଜଣ, ଶତାବ୍ଦୀର ଶେଷ ଭାଗ ପରଠାରୁ ସର୍ବାଧିକ