ଖୋଲୁଛି ପାଣ୍ଡିଆନଙ୍କ ରଙ୍ଗମରା କାମର ଗୁମର

Mo School Abhiyan: ନବୀନ ପଟ୍ଟନାୟକଙ୍କ ସରକାରର ସର୍ବେସର୍ବା ପାଲଟିଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ କାମ କେବଳ ନିର୍ବାଚନୀ ବୈତରଣୀ ପାର ହେବାକୁ ଉଦ୍ଦିଷ୍ଟ ଥିଲା, ତାହାର ଗୁମର ଏବେ ଧୀରେ ଧୀରେ ଖୋଲିବାରେ ଲାଗିଛି। ଶୁକ୍ରବାର ଦିନ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ବିଧ୍ୟାୟମାନଙ୍କରେ ଶୌଚାଳୟ ସମ୍ପର୍କୀତ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପୂର୍ବରୁ ଶାସନ କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ସରକାରର ରଙ୍ଗମରା କାମ ଓ ତାଙ୍କଠାରୁ ରାଜୀତି … Continue reading ଖୋଲୁଛି ପାଣ୍ଡିଆନଙ୍କ ରଙ୍ଗମରା କାମର ଗୁମର