ମୌସୁମୀ ପୂର୍ବରୁ ଆଉ ୫୫ଟି ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ
ଚଳିତ ବର୍ଷ ମୌସୁମୀ ପୂର୍ବରୁ ଆଉ ୫୫ଟି ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ଶେଷ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ରାଜସ୍ୱ ଓ ବିର୍ପ୍ୟୟ ପରିଚାଳନା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ୫୫ଟି ଟ୍ରାଞ୍ଜିଟ୍ ଆଶ୍ରୟସ୍ଥଳୀ ମଧ୍ୟରୁ ୨୮ଟିରେ ସିଭିଲ୍ ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଥିବାବେଳେ ବାକି ୨୭ଟିର କାମ ଦ୍ରୁତ ଗତିରେ ଚାଲିଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ସମ୍ବେଦନଶୀଳ ଅଞ୍ଚଳରେ ସ୍ଥାନାନ୍ତର ବ୍ୟବସ୍ଥାକୁ ଏହି ନୂତନ … Continue reading ମୌସୁମୀ ପୂର୍ବରୁ ଆଉ ୫୫ଟି ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ
Copy and paste this URL into your WordPress site to embed
Copy and paste this code into your site to embed